Browsing Tag

loisingha news

ମହିଳା ମଞ୍ଚର ବନ୍ଧୁ ମିଳନ ଓ କବିତା ଆସର

ଲୋଇସିଂହା (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଟାଉନ୍ ଗାର୍ଲ୍ସ ହାଇସ୍କୁଲ ପରିସରରେ ବଲାଙ୍ଗିର ମହିଳା ମଂଚ ଆନୁକୂଲ୍ୟରେ ଏକ ଵନ୍ଧୁ ମିଳନ ଓ ବହୁଭାଷି କଵିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କଵିତା ଆସରରେ ସୋନପୁର୍, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଶତାଧିକ କଵି/ କବୟିତ୍ରୀ ନିଜର
Read More...

ଭଜମନ ଦାସ କଳା ପରିଷଦ ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶବ୍ଦନୃତ୍ୟର ଆଦ୍ୟ ପ୍ରଚାରକ ତଥା ୧୮୫୦ ମସିହା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଶବ୍ଦ ନୃତ୍ୟ ଶିକ୍ଷା ଦେଇଥିବା ଲୀଳା ଏବଂ ଶବ୍ଦ ନୃତ୍ୟର ବାବାଜୀ ଗୁରୁ ଭଜମନ ଦାସଙ୍କ ସ୍ମୃତିରେ ତାଙ୍କ ଜନ୍ମସ୍ଥାନ କୁଟାସିଂହାଠାରେ "ଭଜମନ ଦାସ କଳା ପରିଷଦ" ଉଦଘାଟିତ
Read More...

ଜୈବିକ ଖତ ଓ ସାର ପ୍ରସ୍ତୁତି ତଥା ବ୍ୟବହାର ଉପରେ ତାଲିମ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଜୈବିକ ଖତ ଓ ସାର ପ୍ରସ୍ତୁତି ତଥା ବ୍ୟବହାର ଉପରେ
Read More...

ଝରନିପାଲିରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୁଣି ଚର୍ଚ୍ଚାରେ ଝରନିପାଲି ଗ୍ରାମ ପଞ୍ଚାୟତ । ସାଧାରଣ ଲୋକଙ୍କ ପାଇଁ ପଞ୍ଚାୟତ ପରିସର ମଧ୍ୟରେ ମାଗଣା ୱାଇଫାଇ ବ୍ୟବସ୍ଥା କରି ପୂର୍ବରୁ ଚର୍ଚ୍ଚାକୁ ଆସିଥିଲା ଆଗଲପୁର ବ୍ଲକ ଝରନିପାଲି ପଞ୍ଚାୟତ । ଏବେ ପଞ୍ଚାୟତ ତରଫରୁ ସ୍ଥାନୀୟ ବିଦ୍ୟାଳୟ ସମ୍ମୁଖରେ
Read More...

ମାନସ ବିହାରରେ ଛପନ ଭୋଗ ଅର୍ପଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଅଁଳାନବମୀ ଅବସରରେ ନିକଟସ୍ଥ ରୁଗୁଡ଼ିଖାଲ ସ୍ଥିତ ମାନସ ବିହାର ରାମ ମନ୍ଦିର ଠାରେ ପ୍ରଭୁ ରଘୁନାଥଙ୍କ ଉଦ୍ଦେଶ୍ୟରେ ଛପନ ଭୋଗ ଅର୍ପଣ କରାଯାଇଛି । ପୂଜକ ଗିରିଧାରୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ
Read More...

ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସାଲେଭଟାଠାରେ ଲୋଇସିଂହା ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ବିକାଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାନ୍ତ ନିରୀକ୍ଷକ ଅଶ୍ୱିନୀ କୁମାର ନାୟକ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
Read More...

ଲାଞ୍ଚ ମାମଲାରେ ଆଗଲପୁର ତହସିଲର ପୂର୍ବତନ ସେକ୍ସନ ଅଫିସର ଦଣ୍ଡିତ

ଲୋଇସଂହା, (ବିମଳେନ୍ଦୁ ସାହୁ) : ଗତ ୨୦୨୨ ମସିହାରେ ବେଇଆନ ବାଲି ଗଚ୍ଛିତ ଓ ଚାଲାଣ ପାଇଁ ଲାଗୁ ହୋଇଥିବା ଜରିମାନାକୁ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଗଲପୁର ତହସିଲର ତତ୍କାଳୀନ ସେକ୍ସନ ଅଫିସର କିଶୋରଚନ୍ଦ୍ର ଖର୍ସେଲ
Read More...

ଦିନବେଳା ବେଆଇନ ବାଲି ଚାଲାଣ, ପ୍ରଶାସନ ନିରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସାଧାରଣ ଲୋକ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସକାଳ ୭ ଟାରୁ ରାତି ୯ ଟା ମଧ୍ୟରେ ବାଲି ପରିବହନକୁ ବେଆଇନ ଘୋଷଣା କରାଯାଇଛି । କିନ୍ତୁ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦ୍ୱିପ୍ରହରେ ବେଧଡକ
Read More...

ବ୍ଲକ ସ୍ତରୀୟ ସୁରଭି ଉଦ୍‌ଯାପିତ, ସଂସ୍କୃତି ଓ ପରମ୍ପରା ନୃତ୍ୟରେ ସଚେତନତା ବାର୍ତ୍ତା ଦେଲେ ପ୍ରତିଯୋଗୀ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅନୁଷ୍ଠିତ ଶିଶୁ ମହୋତ୍ସବ ବ୍ଲକସ୍ତରୀୟ ସୁରଭି 'ମୋ ସ୍ୱପ୍ନର ଓଡ଼ିଶା୨୦୩୬' ଉଦ୍‌ଯାପିତ ହୋଇଛି । ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆୟୋଜନର
Read More...

ସାହାଜଛାପର ଗ୍ରାମରୁ ଟ୍ରାକ୍ଟର ଚୋରୀ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ବଡଟିକା ପଞ୍ଚାୟତ ଅଧୀନ ସାହାଜଛାପର ଗ୍ରାମରୁ ଗତକାଲି ରାତିରେ ଏକ ଟ୍ରାକ୍ଟର ଇଞ୍ଜିନ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଲାଙ୍ଗିର ସଦର ଥାନା ହରିପାଲି ନିବାସୀ ଜମିଦାର ପଧାନ ତାଙ୍କ ଜନ ଡିଅର୍ ଟ୍ରାକ୍ଟର (ଓଡ଼ି ୦୩ ଏବି
Read More...