Browsing Tag

loisingha news

ଲୋଇସିଂହାରେ ରଙ୍ଗିଲା କପ ନାଇଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲୋଇସିଂହା ଷ୍ଟାଡିୟମ ପରିସରରେ ସ୍ୱର୍ଗତ କାମାକ୍ଷ୍ୟା ପ୍ରସାଦ ହେର୍ଣ୍ଣା ମେମୋରିଆଲ ରଙ୍ଗିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବୁର୍ଡା ଫାଇଭ ଷ୍ଟାର ଓ କର୍ଲିପାଟ ସୁପର କିଙ୍ଗ ମଧ୍ୟରେ ଆୟୋଜିତ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୪ତମ ସାଧାରଣତନ୍ତ୍ର ଦିବସ ଏବଂ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ କୁମାର ବେଉରା ଯୋଗ ଦେଇ ଜାତୀୟ ପତାକା
Read More...

ଆବାସ ଯୋଜନା ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଲୋଇସିଂହା ବ୍ଲକ ସରପଞ୍ଚ ସଙ୍ଘର ଆହ୍ୱାନ କ୍ରମେ ଆଜି ବ୍ଲକର ୨୦ଟି ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ବ୍ଲକ କାର୍ଯ୍ୟାଳୟ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିପ୍ସହାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୌରୀ ଶଙ୍କର ବେଜ ଯୋଗ ଦେଇ ଉଭୟ ବରପୁତ୍ରଙ୍କ
Read More...

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତି ରାଜ ପ୍ରତିଷ୍ଠାନ ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ଆନୁକୂଲ୍ୟରେ ସଂସ୍ଥାର ନିଜସ୍ୱ କାର୍ଯ୍ୟାଳୟଠାରେ ତିନିଦିନ ଧରି ୱାର୍ଡ ସଭ୍ୟସଭ୍ୟାଙ୍କ ତାଲିମ କାର୍ଯ୍ୟକ୍ରମ
Read More...

ମନସାପାଲି ଗାଁରୁ ପାଣି ମୋଟର ଚୋରୀ ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କରକଚିଆ ନିକଟସ୍ଥ ମନସାପାଲି ଗ୍ରାମରେ ଥିବା ଏକମାତ୍ର ପୋଖରୀଟି ଖରାଦିନେ ଶୁଖିଯାଇଥାଏ । ଫଳରେ ନିକଟରେ ଏକ ଗଭୀର ନଳକୂପ ଖୋଲାଯାଇ ତହିଁରୁ ପାଣି ଆଣି ପୋଖରୀରେ ଭର୍ତ୍ତି କରାଯାଇଥାଏ । ତେବେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ଉକ୍ତ ନଳକୂପ
Read More...

ଝାରମୁଣ୍ଡା ପଞ୍ଚାୟତ ମନରେଗା ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଂଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିନା ଡିପିସି ଅନୁମୋଦନରେ ନାମକୁ ମାତ୍ର ଫାଇଲ ଖୋଲାଯାଇ ଆଦୌ କାମ କରା ନଯାଇ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକୋତ୍ସବ ଅନୁଷ୍ଠାନ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବିମଲ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼ ମୁକେଶ
Read More...

ୱାର୍ଡ ସଭ୍ୟ ସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗ ତରଫରୁ ତଥା ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆନୁକୂଲ୍ୟରେ ୩ ଦିନିଆ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ଟ୍ରକ୍‌କୁ ପିଟିଲା ସ୍କର୍ପିଓ : ୧ ମୃତ, ୪ ଗୁରୁତର

ଲୋଇସିଂହା : ଲୋଇସିଂହା ନିକଟସ୍ଥ ବୁର୍ଡା ଛକରେ ନିକଟରେ ଟ୍ରକ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ସ୍କର୍ପିଓ । ଘଟଣା ସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ଗୁରୁତରଙ୍କୁ ଲୋଇସିଂହା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି ।
Read More...