Browsing Tag

loisingha news

୫ ଫୁଟିଆ ନାଗସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବାସିନ୍ଦା ରବି ରୋହୀଦାସଙ୍କ ଘର ଭିତରେ ଏକ ୫ ଫୁଟ୍‌ ଲମ୍ବ ବିଶିଷ୍ଟ ନାଗସାପ ଥିବା ଘର ଲୋକେ ଦେଖିବାକୁ ପାଇ ସ୍ନେକ ହେଲ୍ପଲାଇନ ସହିତ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସଦସ୍ୟ ଗୋପ ନାଗଙ୍କୁ ରବିଙ୍କ ଘରେ ପହଞ୍ଚି ଉକ୍ତ ନାଗସାପକୁ
Read More...

ବଜ୍ରାଘାତରେ ଚାଲିଗଲା ଚାଷୀଙ୍କ ଜୀବନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟାସିଂହା ଗାଁରେ ଜମିରେ ଚାଷ କାମ ସାରି ଫେରିବା ବେଳେ ବଜ୍ରପାତରେ ଟଳି ପଡ଼ିଲେ ଜଣେ ଚାଷୀ । ସେପଟେ ଆଗଲପୁର ବ୍ଲକରେ ୮ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବଲାଙ୍ଗିର ଜିଲ୍ଲାରେ ଲଘୁଚାପଜନିତ ବର୍ଷା ହୋଇଥିବା
Read More...

ଲୋଇସିଂହା ଶିବମନ୍ଦିର ପୁନଃଉଦ୍ଧାର ତଥା କୁମ୍ଭାରପଡାକୁ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବସ୍ତିରେ ଥିବା ଶିବ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନୀୟ କୁମ୍ଭାରପଡାକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନା ଏବଂ ଜିଲ୍ଲା ପରିଷଦ ପାଣ୍ଠିରୁ ଶିବମନ୍ଦିର ପାଇଁ ୪ ଲକ୍ଷ ଏବଂ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ମାତୃ କର୍ମଶାଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କର୍ମଶାଳାରେ ଶିଶୁବାଟିକା ବିଭାଗର ୧୨ଟି ବ୍ୟବସ୍ଥାର କାଳାଂଶ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ
Read More...

ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ, ଧୀବରଙ୍କୁ ବାଦ ଦେବାକୁ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବରଙ୍କୁ ବାଦ ଦେବା ପାଇଁ ଆନ୍ଦୋଳନ ଜୋରସୋର ହୋଇଛି । ଏଥିପାଇଁ ଲୋଇସିଂହା ବ୍ଲକ ସମ୍ମୁଖ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାମୁହିକ ଭୁକ୍ ହରତାଳ ଆରମ୍ଭ ହୋଇଛି । ସ୍ୱାଧୀନତାର
Read More...

ନିଷିଦ୍ଧ ବିଟି କପାଚାଷ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ଚାଷଜମିରେ ଆନ୍ଧ୍ରଚାଷୀଙ୍କ ଦାଦାଗିରି । ସ୍ଥାନୀୟ ଚାଷୀଙ୍କୁ ମାତ୍ର କେଇଟା ଟଙ୍କାରେ ବଶୀଭୂତ କରି ହାତେଇ ନେଇଛନ୍ତି ଶହଶହ ଏକର ଜମି । ଆଉ ସେହି ଜମିରେ ଆନ୍ଧ୍ରଚାଷୀ କରୁଛନ୍ତି ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷିତ ବିଟି କପାଚାଷ । କେବଳ ସେତିକି
Read More...

ଚାଷୀଙ୍କୁ ଫଳଚାରା ବଣ୍ଟନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ଭଗବାନ ନଗର ଫାର୍ମରେ ସଂଷ୍ଟେନବୁଲ ଗ୍ରୀନ ଇନସିଏଟିଭ ଫାଉଣ୍ଡେସନ ଓ ବାସୁଦେବ ଫାଉଣ୍ଡେସନ ସହାୟତାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ ତରଫରୁ ଲୋଇସିଂହା ତଥା ଆଗଲପୁର ବ୍ଲକର ଚାଷୀମାନଙ୍କୁ ଫଳଚାରା ବଣ୍ଟନ କରାଯାଇଛି । ଏହି ଅବସରରେ
Read More...

ବର୍ଷା ପାଇଁ ଲୋକେ କଲେ ପାଣି ପ୍ରହରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ । ମଣିଷ ଚନ୍ଦ୍ରକୁ ଯାଇ ବସବାସ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏପଟେ କିନ୍ତୁ ବର୍ଷା ହେବା ପାଇଁ ଲୋକେ ନାମଯଜ୍ଞ ବା ପାଣିପ୍ରହରୀ କରିଥିବା ଜଣାଯାଇଛି । ଚଳିତ ବର୍ଷ ଯୋଡ଼ା
Read More...

ବିଭିନ୍ନ ଦାବୀ ନେଇ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଯୋଗାଣ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ସ୍ନାତକ ଡିଗ୍ରିଧାରୀ ଯୁବକ ଯୁବତୀଙ୍କୁ
Read More...

ପରକିୟା ପ୍ରୀତି ହେଲା କାଳ, ଜେଲ ଗଲେ ପ୍ରେମିକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିବାହିତା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ମହଙ୍ଗା ପଡିଛି ଯୁବକଙ୍କୁ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଜେଲ ପଠାଇବା ସହିତ ମହିଳାଙ୍କୁ ସ୍ୱଧାର ଗୃହକୁ ପଠାଇଥିବା ଜଣାଯାଇଛି । ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମର ଦଳିତ
Read More...