Browsing Tag

loishingha news

ଲୋଇସିଂହା ଶାରଳା ଶକ୍ତିପୀଠରେ ନାଗପୂଜା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠ ଠାରେ ୨ଦିନ ଧରି ଅନୁଷ୍ଠିତ ହୋଇଥିବା ନାଗପୂଜା ଉଦ୍‌ଯାପିତ ହୋଇଯାଇଛି । ପୀଠର ମୁଖ୍ୟ ପୃଷ୍ଠ ପୋଷକ ତଥା ଅଧ୍ୟକ୍ଷ ଦେବୀପୁତ୍ର ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାଗ ବରଣ, ବେତ ବରଣ ତଥା ସନ୍ଧ୍ୟା
Read More...

ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ଛକ ଗଜଲକ୍ଷ୍ମୀ ପୂଜା କମିଟି, ଓ ମୂରଳିକ୍ରୀଷ୍ଣା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସୋମବାର ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ଠାରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର
Read More...

ଲୋଇସିଂହା ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଲୋଇସିଂହା, (କେପିଏନ୍‌ଏସ୍‌) : ରାମକୃଷ୍ଣ କେୟାର ହସ୍ପିଟାଲ, ରାୟପୁର ଏବଂ ମାହେଶ୍ୱରୀ ସଂଗଠନ, ଲୋଇସିଂହାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ
Read More...

ଚିନ୍ତାମଣି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଗତ ଦୁଇଦିନ ଧରି ଆୟୋଜିତ ହୋଇଥିବା ଲୋଇସିଂହା ବ୍ଲକ ତଲିଉଡାର ଚିନ୍ତାମଣି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି
Read More...

ଲୋଇସିଂହାରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସିଡିପିଓ ଗାୟତ୍ରୀ ବାରିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ସୁପରଭାଇଜର କ୍ରିଷ୍ଣାମୟୀ ମେହେରଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ଷ୍ଟେସନ ସମେତ
Read More...

ମିସ୍ ଲିଟିଲ ଇଣ୍ଡିଆ ଗ୍ଲୋବାଲରେ ସମ୍ମାନିତ ହେଲେ ଲୋଇସିଂହାର ଝିଅ ଇଫ୍ରାତ୍

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଜଡ଼ାମୁଣ୍ଡା ବାସିନ୍ଦା ଜୀବନଜ୍ୟୋତି ବାଗ ଓ ମାତା ବି. ନିବେଦିତାଙ୍କ ଝିଅ ବି. ଇଫ୍ରାତ ଜୋଏଲ୍ ମିସ୍ ଲିଟିଲ୍ ଇଣ୍ଡିଆ ଭାବେ ସମ୍ମାନିତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।ଆଜି ସେ ନିଜ ଘରକୁ ଫେରିଥିବା
Read More...

ମାଁ କୁଶଙ୍ଗାଇ କଳା ପରିଷଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ମାଁ କୁଶଙ୍ଗାଇ କଳା ପରିଷଦର ବାର୍ଷିକ ଉତ୍ସବ ସକାଶେ ପ୍ରସ୍ତୁତି ବୈଠକ କୁଶମେଲ ଗ୍ରାମର ରାମଜୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର କାଶିନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ
Read More...

ଲୋଇସିଂହା ସଙ୍କୁଳ ସ୍ତରୀୟ ଅଷ୍ଟମ ବାର୍ଷିକ ଖେଳକୁଦ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଷ୍ଟାଡିୟମ ଠାରେ ସଙ୍କୁଳ ସ୍ତରୀୟ ଖେଳକୁଦ ସମାରୋହ ସଂଯୋଜକ ତଥା ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ସଙ୍କୁଳ ଅନ୍ତର୍ଗତ ୭ଟି ବିଦ୍ୟାଳୟରୁ ୧୫୯ ଜଣ
Read More...

ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଓ ୟୁଥ୍ ରେଡ୍‌କ୍ରସ୍‌ର ମିଳିତ ଆନୁକୁଲ୍ୟରେ ଅଧ୍ୟାପକ ଅଭିଷେକ ଦାସଙ୍କ ସଂଯୋଜନାରେ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ
Read More...

ଲୋଇସିଂହା ଜମିଦାରଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଜମିଦାର ତଥା ସ୍ଥାନୀୟ କଲେଜର ପ୍ରତିଷ୍ଠାତା ସଭାପତି ଜୟକୃଷ୍ଣ ସିଂ ରାଏଙ୍କ ବିୟୋଗରେ ଲୋଇସିଂହା ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକସଭା ଆୟୋଜିତ ହୋଇଛି । କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଶୋକସଭାରେ ସ୍ୱର୍ଗତ ସିଂରାଏଙ୍କ
Read More...