Browsing Tag

kv singhdeo

କାର୍ଯ୍ୟାଳୟ ନଥିବାରୁ ଟେଣ୍ଟ ଲଗାଇ କାମଚାଲିଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶହ ଶହ ଲୋକଙ୍କୁ ଘର ବାଣ୍ଟୁଥିବା ପଞ୍ଚାୟତର ନିଜସ୍ୱ ଘର ନାହିଁ । ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମୁଣ୍ଡ ଉପରେ ଛାତ ପାଇଁ ଗରିବ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ
Read More...

ଏକ ପେଡ୍ ମା କେ ନାମ ୨.୦ ଅବସରରେ ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏକ ପ୍ରେରଣାଦାୟକ ପଦକ୍ଷେପ ଏକ ପେଡ୍ ମା କେ ନାମ ୨.୦
Read More...