ମଦ ବୋଝେଇ ଟ୍ରାକ୍ଟର ଜବତ ସହ ୨ ଗିରଫ
କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ ବିଳମ୍ବିତ ରାତ୍ରିରେ ମଦ ବୋଝେଇ ଟ୍ରାକ୍ଟରକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ତାଳଦାଠାରେ ଏକ ବିଦେଶୀ ମଦ ବୋଝେଇ ଟ୍ରାକ୍ଟର ନଦୀ ପାର କରୁଥିବା ସମୟରେ ଗ୍ରାମବାସୀ ଅଟକ ରଖି ଅସ୍ତରଙ୍ଗ!-->…
Read More...
Read More...