Browsing Tag

khprakholo news

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡୁଥିବାବେଳେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଦିନରାତି କାମ କରୁଥିବା ସାମ୍ବାଦିକ ଟିଏ ଆଜି ସୁରକ୍ଷିତ ନାହିଁ । ଖବର ସଂଗ୍ରହ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣର ଶିକାର ହେଉଛି ।
Read More...

ଦାନା ପାଇଁ ଦାଦନ ଯାଇ ଶବ ହୋଇ ଫେରିଲେ : ପ୍ରଶାସନ କିମ୍ବା ଶ୍ରମ ବିଭାଗ ପାଖରେ କିଛି ଖବର ନାହିଁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଏବଂ ନିର୍ୟାତନା ଖବର । କେବଳ ଦାନା ପାଇଁ ଜିଲ୍ଲାରୁ ଦାଦନ ଯାଉଛନ୍ତି ଲକ୍ଷାଧିକ ଶ୍ରମିକ । ଆଉ ସେଇଠି ନିର୍ଯ୍ୟାତନା ସହିତ ଅନ୍ୟ କାରଣ ଯୋଗୁଁ ଶବ ହୋଇ ଗାଁକୁ ଫେରୁଛନ୍ତି ଜଣଙ୍କ ପରେ
Read More...

ପ୍ରେମ ବିବାହ କରିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗାଁରେ ଜଣ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ କରିଶ୍ମା ଦୀପ (୧୭) । ଗତ ମାର୍ଚ୍ଚ ମାସ ୨ ତାରିଖ ଦିନ
Read More...

ଛେଳି ଚରାଇବାକୁ ଯାଇ ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର ଆହତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରବିବାର ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗ୍ରାମର ଜଣେ ବୃଦ୍ଧା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ରୁବିଧା ବିଶ୍ୱାଲ(୬୫) ବୋଲି ଜଣା ପଡ଼ିଛି । ଆଜି ସକାଳ ୮ଟା ସମୟରେ ଛେଳି ଚରାଇବାକୁ ଗ୍ରାମ ନିକଟସ୍ଥ ଧଜାଗଡ଼
Read More...

ବାତିଲ ହେଲା ମାନ୍ୟବର ରାଜ୍ୟପାଳଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦ୍‌ଘାଟିତ ହୋଇଯାଇଛି । ବୈଶାଖ ମେଳାର ଦ୍ଵିତୀୟ ଦିବସରେ ରାଜ୍ୟପାଳଙ୍କ ଗସ୍ତ ଥିବାରୁ
Read More...

ଆଜିଠୁ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ହରିଶଙ୍କର ଠାରେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଆଜିଠୁ ଆରମ୍ଭ । ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ମେଳା ହେବ ବୋଲି ଜଣାଯାଇଛି । ସାସ୍କୃତିକ, ପୌରାଣିକ
Read More...

ତିନି ବର୍ଷ ହେବ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ହୋଇନି : ପାଣି ପାଇଁ ହନ୍ତସନ୍ତ ଟଙ୍କପାଣି ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ସଦର ଟଙ୍କପାଣି ଗ୍ରାମର ଏକମାତ୍ର ବ୍ୟବହାର ଯୋଗ୍ୟ ଜାମମୁଡ଼ା ପୋଖରୀରେ ପାଣି ଶୁଷ୍କ ହୋଇ ପଡିରହିଥିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Read More...