କାର୍ ଧକ୍କାରେ ଅଧ୍ୟାପକ ମୃତ
ଖୋର୍ଦ୍ଧା : କାର୍ ଧକ୍କାରେ ଅଧ୍ୟାପକ ମୃତ । ବୋଲଗଡ ଛକଠାରେ ଏକ କାର୍ ଧକ୍କାରେ ପରମାନନ୍ଦ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପରମାନନ୍ଦ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ର ଏକ ସ୍କୁଟିରେ ବୋଲଗଡ଼ ବ୍ଲକ!-->…
Read More...
Read More...