Browsing Tag

khaprakhol news

ପ୍ରକୃତ ହିତାଧିକାରୀ ଆବାସ ଯୋଜନା ବଞ୍ଚିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଘର ଭାଙ୍ଗି ୬ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନି ଗରିବ ଅସହାୟଙ୍କ ପରିବାର ଉପରେ । ସରକାରଙ୍କ ଜନ୍ମରୁ ମୃତ୍ୟ ପର୍ୟ୍ୟନ୍ତ ଯୋଜନା ରହିଛି, କିନ୍ତୁ ପ୍ରକୃତ ହିତାଧିକାରୀ ଏହିସବୁ ଯୋଜନାରୁ ବଞ୍ଚିତ । ୱାର୍ଡ ମେମ୍ବର ଠାରୁ ନେଇକି ସରପଞ୍ଚ
Read More...

ଖପ୍ରାଖୋଲରେ ହରିଶଙ୍କର ଟେଣ୍ଟ ମାଲିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲରେ ଅଞ୍ଚଳର ସମସ୍ତ ଟେଣ୍ଟ ମାଲିକମାନଙ୍କୁ ନେଇ ଏବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ୟ୍ୟକ୍ରମ ହୋଇଥିଲା । ବର୍ଷ ଯାକର ଆୟବ୍ୟୟ ଅଟକଳ କରାଯାଇଥିଲା ତଥା ନିଜ
Read More...

ଖପ୍ରାଖୋଲ ବ୍ଲକ ବିଡ଼ିଓଙ୍କ ଅଞ୍ଚଳର ସ୍କୁଲ ପରିଦର୍ଶନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଡ଼ିଓ ତରଣୀ ସୁନା ଘୁନସର ପ୍ରଗତି ପଞ୍ଚାୟତ ହାଇସ୍କୁଲରେ ପହଞ୍ଚି କୋଭିଡ଼-୧୯ ନିୟମକୁ ଆଖି ଆଗରେ ରଖି କିଭଳି ପିଲାମାନଙ୍କ ଦାୟିତ୍ଵ ନେଇ ପାଠ ପଢା ହୋଇ ପାରିବ, ସେନେଇ ଏକ ଗାଇଡ ଲାଇନ ଜାରି କରିଛନ୍ତି ।ମୁହଁରେ ମାସ୍କ ବାନ୍ଧିବା ସହ ପରସ୍ପର ୬ ଫୁଟ
Read More...

ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା : ସରେଇବାହାଲକୁ ହରାଇ ଲାଠୋର ଆରକେସିସି ଚମ୍ପିୟାନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଫୂଲଝର ଗ୍ରାମ ଖେଳ ପଡିଆରେ ରାଜୀବ କ୍ଲବ୍ ଆନୁକୂଲ୍ୟରେ ପଞ୍ଚମ ତମ କ୍ରିକେଟ ମ୍ୟାଚ୍ ଉଦ୍ୟାପିତ ହୋଇଯାଇଛି । ଏଥିରେ ସରେଇବାହାଲକୁ ହରାଇ ଲାଠୋର ଚମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ
Read More...

ଚାରିଶହ ବୋତଲ କଫ୍ ସିରପ୍ ଜବତ : ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଖପ୍ରଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପୋଲିସ ବାହାରକୁ ଚାଲାଣ ହେଉଥିବା ଚାରିଶହ ବୋତଲ କଫ୍ ସିରପ୍ ଏବଂ ବାଇକ୍କୁ ମସିଣା ଛକରୁ ଜବତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ବୋଡ଼େନର ଗଙ୍ଗାଧର ନାଗ ଏବଂ କୋମନାର ଟୁନା
Read More...

ଲାଠୋରରେ ବିଜେପି ପକ୍ଷରୁ ସୁଶାସନ ଦିବସ ପାଳିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ବିଜେପି ପକ୍ଷରୁ ଲାଠୋର ସରପଞ୍ଚ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବିଜେପି ଦଳର
Read More...

ଆବାସ ଯୋଜନାରେ ଘରଟିଏ ପାଇଁ ଅପେକ୍ଷାରେ ମାଲପଡା ଗାଁର ଦହନା ଧରୁଆ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାରଙ୍କ ମାଳ ମାଳ ଯୋଜନା । ଅଧିକାଂଶ ଯୋଜନା ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀଙ୍କ ପାଖରେ । ଯେଉଁମାନେ ଅଯୋଗ୍ୟ ସେମାନଙ୍କ ପାଖକୁ ସବୁ ଯୋଜନା ପହଞ୍ଚି ପାରୁଛି, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଖି ଆଗରେ ଦେଖି ମଧ୍ୟ ନଦେଖିଲା ପରି ଅଭିନୟ
Read More...

ବିଧବା ଭତ୍ତା ଅପେକ୍ଷାରେ ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ମାଲପଡା ଗାଁରେ ରୁହନ୍ତି ୭୦ ବର୍ଷିୟା ବୃଦ୍ଧା ଫୁଲମତୀ ମାଝୀ । ଦେହରେ ବଳ ନାହିଁ, ବାଡି ଧରି ଚଲାବୁଲା କରନ୍ତି । କାନକୁ କୈାଣସି କଥା ଶୁଭୁ ନାହିଁ । ଅତି ଦୟନୀୟ ଅବସ୍ଥାରେ ଜୀବିକା ନିର୍ବାହ କରୁଛନ୍ତି । ସ୍ବାମୀ ବହୁ
Read More...

ସ୍ବାମୀଙ୍କ ମୃତ୍ୟୁର ୧୦ ବର୍ଷ ହେଲାଣି, ତଥାପି ଶ୍ରାବଣୀଙ୍କୁ ମିଳିପାରି ନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶ୍ରୀମନ୍ତ ଧରୁଆ ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମର ବାସିନ୍ଦା ୧୦ ବର୍ଷ ଆଗରୁ ସ୍ତ୍ରୀ ଶ୍ରାବଣୀ ଏବଂ ଛୁଆମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ । ଏପଟେ ଶ୍ରାବଣୀଙ୍କ ଦୁଃଖ ଦେଖେ କିଏ । ଛୋଟ ଛୋଟ ଛୁଆ ମାନଙ୍କର ଭବିଷ୍ୟତ କ'ଣ ହେବ ? କିନ୍ତୁ ଶ୍ରାବଣୀ ଭାଙ୍ଗି
Read More...

ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ରୋଜଗାର ଦିବସ ପାଳିତ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ମନରେଗା କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ରୋଜଗାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରୋଜଗାର ସେବକ ସରୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ପଲ୍ଲୀ ଚେତନା ସଂସ୍ଥାର ଆଇଏନଆରଏମ୍ ଶତୃଘ୍ନ ନାଏକ
Read More...