ଖପ୍ରାଖୋଲ ପୋଲିସ ଦ୍ୱାରା ପାଞ୍ଚ ଜଣ ଦାଦନ ଶ୍ରମିକ ଉଦ୍ଧାର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ଶନିବାର ଦିନ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଦୁଇଟି ବାଇକରେ କିଛି ଦାଦନ ଶ୍ରମିକ!-->…
Read More...
Read More...