Browsing Tag

khaprakhol news

ଅସାମାଜିକ କାର୍ଯ୍ୟ ନେଇ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ମହାବିଦ୍ୟାଳୟ ପୁଣି ଚର୍ଚ୍ଚାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନରେ କଲେଜରେ ଅଧ୍ୟାପକ ମାନେ ପାଠ ପଢ଼ାଉଥିବା ବେଳେ ରାତିରେ ରାତ୍ରି ଜଗୁଆଳି ବଲାଙ୍ଗିର ଅଞ୍ଚଳରୁ ଦେହଜୀବୀମାନଙ୍କୁ ଡକାଇ କଲେଜ ପରିସରରେ ଦେହ ବେପାର କରୁଥିବା ଖବର ପାଇ ପୋଲିସ ଗିରଫ କରିଛି ରାତ୍ରି ଜଗୁଆଳିଙ୍କୁ । ଏପରି ଏକ ଘଟଣା ଘଟିଛି ପାଟଣାଗଡ ବ୍ଲକ
Read More...

ହୋଇପାରୁନି ବିଦ୍ୟୁତ୍ ବିଲ୍ ପୈଠ, ପାନୀୟ ଜଳଯୋଗାଣ ବନ୍ଦ ହେବାରୁ ଗ୍ରାମବାସୀ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ସଦର ଖପ୍ରାଖୋଲ ଆରଡବ୍ଲୁଏସ୍‌ଏସ୍‌ ପରିସରରେ ଥିବା ପାଣିଟାଙ୍କିକୁ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଛି । ଗ୍ରାମରେ ପାନୀୟ ଜଳଯୋଗାଣ ୩ ଦିନ ହେଲା ବନ୍ଦ ହୋଇ ଥିବାରୁ ଖପ୍ରାଖୋଲ ଗ୍ରାମବାସୀ
Read More...

ଦାଦନ ଦୁଃଖ ଥମିବାର ନାମ ନେଉ ନାହିଁ : ୨୪ ଦିନରେ ୫୯ ଦାଦନ ଶ୍ରମିକ ଉଦ୍ଧାର, ୮ ଜଣ ସର୍ଦ୍ଦାର ସହ ଜଣେ ଡ୍ରାଇଭରଙ୍କୁ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଦୁଃଖ ଥମିବାର ନାମ ନେଉନାହିଁ । ବିଭିନ୍ନ ସମୟରେ ଅକଥନୀୟ ପରିସ୍ଥିତିରେ ଉଦ୍ଧାର ହେଉଛନ୍ତି ଦାଦନ ଶ୍ରମିକ । ସଚେତନତା ଅଭାବ ଏବଂ ଟଙ୍କା ଲୋଭରେ ଅକାଳରେ ପଡ଼ୁଛନ୍ତି ଗରିବ ଶ୍ରମିକ । ରାଜ୍ୟରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର
Read More...

ପୋଲିସ ପେଟ୍ରୋଲିଂ ବେଳେ ୧୦ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ୪ ଶିଶୁ ସମେତ ୬ ଜଣ ଦାଦନ ଶ୍ରମିକଙ୍କୁ ବୁଧବାର ଅପରାହ୍ନ ସମୟରେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅପରାହ୍ନ ସମୟରେ ଖପ୍ରାଖୋଲ
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା କଫ୍‌ ସିରପ୍‌ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ୍‌ ସିରପ୍‌ କାରବାର କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ଖପ୍ରାଖୋଲ ପୋଲିସ
Read More...

ଶୁଭାରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା ଯୋଜନା : ଭିଡିଓ କନଫରେନ୍ସରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକରେ ଆଜି ରାଜ୍ୟ ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍‌ଚୁଆଲ ମୋଡରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ
Read More...

ପାରିବାରିକ କଳହର କରୁଣ ପରିଣତି : ମହିଳାଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଗ୍ରାମର ପ୍ରଶାନ୍ତ ପାଣିଗ୍ରାହୀଙ୍କ ସ୍ତ୍ରୀ କମଳିନୀ ପାଣିଗ୍ରାହୀ (୨୬) ଆଜି ସକାଳ ୯ ଟା ସମୟରେ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ତିନି ବର୍ଷ ତଳେ
Read More...

୪୮ ଘଣ୍ଟାରେ ୬ ଜଣ ଶିଶୁ ସମେତ ୧୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ଧରାପଡ଼ିଲେ ମହିଳା ଶ୍ରମିକ ସର୍ଦ୍ଦାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ନେଉନାହିଁ । ୪୮ ଘଣ୍ଟା ଭିତରେ ୧୯ ଜଣ ଦାଦନ ଶ୍ରମିକ ଖପ୍ରାଖୋଲ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣାପଡିଛି । ଗତ ଶୁକ୍ରବାର ୨୭ ତାରିଖ ଦିନ ତିନି ଜଣ ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର
Read More...

ପେଟ୍ରୋଲିଂ ବେଳେ ଗୁର୍ଜିଭଟା ନିକଟରୁ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଗୁର୍ଜିଭଟା ନିକଟସ୍ଥ ବ୍ରିଜ ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ୩ ଜଣ ଶିଶୁଙ୍କ ସମେତ ୬ ଜଣ ଦାଦନ ଶ୍ରମିକଙ୍କୁ ଶୁକ୍ରବାର ଅପରାହ୍ନ ସମୟରେ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ
Read More...

ମାଟିଆଭଟା ଗ୍ରାମରେ ପ୍ରାଥମିକ କୃଷି ସମିତି ଉଦଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମରେ ନୂତନ ଭାବରେ ପ୍ରାଥମିକ କୃଷି ସମବାୟ ସମିତି ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ଆକାଶ ରଞ୍ଜନ ସାହୁ, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ
Read More...