Browsing Tag

khaprakhol news

ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟରେ ୯୬.୪% ରଖି ପ୍ରଥମ ସ୍ଥାନରେ ଦଶମ ଶ୍ରେଣୀର ଛାତ୍ରୀ ନିହାରିକା ସାହୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ
Read More...

ଖପ୍ରାଖୋଲରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାତ୍ୟା, ବନ୍ୟା, ଭୂମିକମ୍ପ, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ ଆଦି ବିପଦ ସମୟରେ ରେଡ୍‌କ୍ରସ୍‌ ଠିଆ ହୋଇଥାଏ । ଅସହାୟ ଦୁର୍ଗତ ମାନବକୁ ସହାୟତାର ହାତ ବଢାଇବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇଥାଏ । ଛାତ୍ରଛାତ୍ରୀମାନେ ପାଠ ପଢା ସହିତ
Read More...

ରାସ୍ତାଘାଟ ସଫାକଲେ ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଯବାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ଖପ୍ରାଖୋଲ ମୁଖ୍ୟରାସ୍ତା ଥାନା ଛକ ଠାରୁ ରେଞ୍ଜ ଅଫିସ୍‌ ପର୍ଯ୍ୟନ୍ତ ରାସ୍ତାରେ ସିଆର୍‌ପିଏଫ୍ ଯବାନ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୭ଟା ସମୟରେ ଖପ୍ରାଖୋଲ ସ୍ଥିତ ୧୮୯ ବାଟାଲିୟନ୍‌
Read More...

‘ଗନ୍ଧମାର୍ଦ୍ଦନ ଗୁଟେ ସତ କଥା’ର ଟ୍ରେଲର୍‌ ରିଲିଜ୍

ଖପ୍ରଖୋଲ, (ପୁସ୍ତମ ଯୁଆଡ଼ି) : କୋଶଲୀ ସର୍ଟ ଫିଲ୍ମ୍ 'ଗନ୍ଧମାର୍ଦ୍ଦନ ଗୁଟେ ସତ କଥା'ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ପ୍ରାଙ୍ଗଣରେ ସମସ୍ତ କଳାକାର ତଥା ଫିଲ୍ମ ନିର୍ମାତା ଏବଂ ଟିମ୍‌ର ସମସ୍ତ ସଦସ୍ୟ ଏ ଅବସରରେ ଉପସ୍ଥିତ ଥିଲେ । ଥବିର ପଧାନ ଏବଂ ପ୍ରିତୀସ
Read More...

କୀଟନାଶକ ପିଇ ଚାଲିଗଲେ ପରକ୍ଷିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମର ଜଣେ ନାବାଳକ ଆଜି ସକାଳ ୬ଟା ସମୟରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ବାପା ମୀନିକେତନ ମାଝୀ ଏବଂ ମା'ଙ୍କ କହିବା ଅନୁସାରେ ପୁଅ ପରକ୍ଷିତ ମାଝୀ(୧୭) ଗତ କିଛି
Read More...

ପାରିବାରିକ କଳହର କରୁଣ ପରିଣତି : ଗମ୍ଭାରୀ ଗ୍ରାମରେ ଆତ୍ମହତ୍ୟା କଲେ କନିଷ୍କ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମର କନିଷ୍କ ଗଡତ୍ୟା (୫୦) । ଆଜି ସକାଳ ୩ଟା ସମୟରେ ଗୋଟିଏ ଗଛରେ ଶାଡି ବାନ୍ଧି ନିଜ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୁରୁବାର ରାତ୍ରୀ ପାଖାପାଖି
Read More...

ଭଲ ଭାବେ ଠିଆ ହୋଇ ପାରୁନଥିବା ବୃଦ୍ଧ ପ୍ରଚଣ୍ଡ ଖରାରେ ଭତ୍ତା ପାଇଁ ବ୍ୟାଙ୍କର ଦ୍ୱାରସ୍ଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷା ଯୋଜନାରେ ଅସହାୟ ଗରିବ ବୃଦ୍ଧବୃଦ୍ଧାଙ୍କୁ ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ମାସିକ ସାମାନ୍ୟ କିଛି ଟଙ୍କା ମିଳିଥାଏ । ଉକ୍ତ ସହାୟତା ରାଶି ପାଇବା ପାଇଁ ବୃଦ୍ଧବୃଦ୍ଧା ପ୍ରତ୍ୟେକ ମାସରେ ଚାହିଁ ରହିଥାନ୍ତି । ମାତ୍ର ବିଭାଗ ପକ୍ଷରୁ
Read More...

ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଜଣକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ମଙ୍ଗଳବାର ଅପରାହ୍ନ ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ଦୁର୍ଯ୍ୟୋଧନ ଦୀପ(୭୦) ମଙ୍ଗଳବାର ଅପରାହ୍ନ ସମୟରେ ଗ୍ରାମ
Read More...

ବେଆଇନ ପାଥୋଲୋଜି କ୍ଲିନିକ୍ ଉପରେ ଚଢ଼ାଉ : ନକଲି ଡାକ୍ତରଙ୍କ ଚାହିଦା ବଢୁଥିବା ନେଇ ଜନସାଧାରଣ ଚିନ୍ତାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରହିଥିବା ବେଆଇନ ପାଢ଼ୀ ପାଥୋଲୋଜି କ୍ଲିନିକ୍ ଉପରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପୋଲିସ ଉପସ୍ଥିତିରେ ଚଢ଼ାଉ କରି ସିଲ୍ କରିଥିବା ଜଣାପଡ଼ିଛି । ଦୀର୍ଘ
Read More...

ଘରକୁ ଫେରୁଥିବା ସମୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଖଇରାପଡ଼ାର ଦାଦନ ଶ୍ରମିକଙ୍କ ମୃତଦେହ ବୁଧବାର ସକାଳେ ଗ୍ରାମରେ ପହଞ୍ଚି ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ବାବୁଲାଲ ଭୋଇ(୩୬) । ଶବ ପହଞ୍ଚିବା ପରେ ପଡ଼ାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ
Read More...