ଲାଠୋରରେ ଜବତ ହୋଇଛି ୧ କୋଟି ୪ ଲକ୍ଷ ଟଙ୍କାର ଗଞ୍ଜେଇ : ସୂଚନା ଦେଲେ ଏସ୍ପି
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଝଲିଆଲିଟି ଗ୍ରାମ ନିକଟସ୍ଥ ମସିଣା ଛକ ଠାରେ ଗତକାଲି ୧୩ କ୍ୱିଣ୍ଟାଲ ୯ କେଜି ଗଞ୍ଜେଇ ଲାଠୋର ପୋଲିସ ଜବତ କରିଥିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଆଜି ପାଟଣାଗଡ଼ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ!-->…
Read More...
Read More...