ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା : ଟ୍ରେଲର ଧକ୍କାରେ ବାଇକ ଆରୋହୀ ମୃତ
ଖନ୍ତାପଡ଼ା : ବାଇକ୍କୁ ଧକ୍କା ଦେଲା ଟ୍ରେଲର୍ । ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ । ମୃତକ ସୁବର୍ଣ୍ଣପୁର ଜିଲ୍ଲାବୀର ମହାରାଜପୁର ଥାନା ନାୟକପଡା ବେଜପାଲି ଗ୍ରାମର ସୌଦାମିନୀ ଲୁହାଙ୍କ ପୁଅ ଧନଞ୍ଜୟ ବୋଲି ଜଣାପଡ଼ିଛି । ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ନିକଟରେ ଥିବା ଜଗନ୍ନାଥ ପେଟ୍ରୋଲ!-->…
Read More...
Read More...