କେସିଙ୍ଗା ମାରୱାଡି ୟୁବା ମଞ୍ଚର ୨୦୨୬ – ୨୭ ପାଇଁ ନୂତନ ସଭାପତି ଚୟନ
କେସିଙ୍ଗା, (ପ୍ରୀତେଶ ପଟେଲ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ କେସିଙ୍ଗା ମାରୱାଡି ୟୁବା ମଞ୍ଚ ପକ୍ଷରୁ ଏକ ବୈଠକ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ପରିସରରେ ରାତ୍ରୀ ୮.୦୦ ଟାରେ ଆୟୋଜିତ ହୋଇ ନୂତନ ସଭାପତି ବର୍ଷ ୨୦୨୬ - ୨୭ ପାଇଁ ଚୟନ କରାଗଲା । କେସିଙ୍ଗା ମାରୱାଡି ୟୁବା ମଞ୍ଚର ସମସ୍ତ!-->…
Read More...
Read More...