Browsing Tag

kendujhar news

କୋଭିଡ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପୈଦାପାଟଣା ପଞ୍ଚାୟତ ନୁସୁରିପସି ଗ୍ରାମର ଯୁବ ବ୍ୟବସାୟୀ ଦିଲ୍ଲୀପ ପଣ୍ଡାଙ୍କ ପତ୍ନୀ ସାଗରିକା ପଣ୍ଡା କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଦେହ ଅସୁସ୍ତ ରହିଥିଲା ଓ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ କେନ୍ଦୁଝର ରାଙ୍କିସ୍ତ କୋଭିଡ
Read More...

ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

କେନ୍ଦୁଝର : ଘଟଗାଁ ବ୍ଳକର ସର୍ବ ପୁରାତନ ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ସାହୁ ଅବସର ଗ୍ରହଣ କରିଛନ୍ତି । ଏଥି ସକାଶେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ମୁକୁନ୍ଦପୁର ପାଟଣା ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ
Read More...

ବାତ୍ୟାରେ ଗଛ ପଡ଼ିଲା : ୧ ମୃତ

କେନ୍ଦୁଝର : ବାତ୍ୟା 'ୟାସ୍‌' ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଲାଗି ରହିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବାତ୍ୟାରେ ଜୀବନହାନୀ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଭାଙ୍ଗିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ
Read More...

କରୋନାରେ ସଂକ୍ରମିତ ହେଲେ କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ

କେନ୍ଦୁଝର : କରୋନାରେ ସଂକ୍ରମିତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ ଅନ୍ତେବାସୀ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା । ତେବେ ଯାହାକୁ ନେଇ ସାଙ୍ଗରେ ଥିବା ୩୦ ଜଣଙ୍କ ନମୁନା ପରିକ୍ଷା କରାଯାଇଥିଲା
Read More...

୩୧୮୦ କିଲୋଗ୍ରାମ୍ ମହୁଲ ପୋଚ ସହ ୯୫ ଲିଟର ଦେଶୀ ମଦ ଜବତ

କେନ୍ଦୁଝର : ୩୧୮୦ କିଲୋଗ୍ରାମ୍ ମହୁଲ ପୋଚ ସହ ୯୫ ଲିଟର ଦେଶୀ ମଦ କେନ୍ଦୁଝର ଜିଲ୍ଲା ସେସୋ ଥାନା ଢେଙ୍କା ହାଟସାହିରୁ ଜବତ କରିଛି ଅବକାରୀ ବିଭାଗ ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାରେ ସଂପୃ‌କ୍ତ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।
Read More...

ଭାଲୁ ଆକ୍ରମଣରେ ୩ ଆହତ

କେନ୍ଦୁଝର : ଭାଲୁ ଆକ୍ରମଣରେ ୩ଜଣ ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ପୁରୁଣାବାନ୍ଦୋବଡା ଗାଁରେ ଶୌଚ ହେବାକୁ ବାହାରିଥିବା ସମୟରେ ୨ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ କ୍ଷୀର ବିକ୍ରି କରିବାକୁ
Read More...

ମାଲବାହୀ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର : ମାଲବାହୀ ଟ୍ରେନର ଇଞ୍ଜିନରେ ଲାଗିଲା ନିଆଁ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇରେଲୱେ
Read More...

ଯାତ୍ରୀବାହୀ ବସ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବସ୍‌ ଉପରେ ପଡିଥିଲା । ସୌଭାଗ୍ୟ ବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ
Read More...

ଧର୍ମ ପରାୟଣା ମହିଳା ସୁଷମା ମଂଜରୀ ମିଶ୍ର ଚାଲିଗଲେ

କେନ୍ଦୁଝର : ଧର୍ମ ପରାୟଣା ମହିଳା ସୁଷମା ମଂଜରୀ ମିଶ୍ର(୯୦) ଆଜି ଭୋର୍‌ ୫ଟା ୨୦ମି. ସମୟରେ ଇହଧାମ ଛାଡ଼ି ଚାଲି ଯାଇଛନ୍ତି । ସଂସ୍କୃତ ଶିକ୍ଷକ ସ୍ୱର୍ଗତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ମିଶ୍ରଙ୍କ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିକଟସ୍ଥ ଭୋଳ ନୂଆଗାଁରେ ତାଙ୍କ ନିଜ
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଉତ୍ୟକ୍ତ ଗାଁଲୋକେ

କେନ୍ଦୁଝର : ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଏଭଳି ଏକ କଙ୍ଗାରୁ କୋର୍ଟ ଘଟଣା ଘଟିଛି କେନ୍ଦୁଝରରେ । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କିରିଦାପଶି ଗାଁରେ ଅଭିଯୁକ୍ତ ଯୁବକକୁ
Read More...