Browsing Tag

kendujhar bews

ନକଲି ମଦ କାରଖାନା ଠାବ : ତିଆରି ସାମଗ୍ରୀ ସହ ୧ ଗିରଫ

କେନ୍ଦୁଝର : କେନ୍ଦୁଝରରେ ନକଲି ମଦ କାରଖାନା ଠାବ । ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସମଗ୍ରୀ ଜବତ ସହ ଜଣେ ଗିରଫ । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ କେନ୍ଦୁଝର ଏବଂ ପାଟଣା ଅବକାରୀ ବିଭାଗ ସହାୟତରେ
Read More...