Browsing Tag

karlamunda news

କର୍ଲାମୁଣ୍ଡା ବ୍ଲକର ନୂତନ ବିଇଓ ଭାବେ ଯୋଗଦେଲେ ହୃଷିକେଶ ଗହୀର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ଥିବା ବେଳେ ଆଜି ହୃଷିକେଶ ଗହୀର ନୂତନ ବିଇଓ ଭାବେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ଥୁଆମୂଳ ରାମପୁରର ବିଇଓ ଥିଲେ । ଆଜି କାର୍ୟ୍ୟରେ ଯୋଗଦେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ
Read More...

ପୁଲିସର ରାତିଅଧିଆ ଚଢାଉ : ବେଆଇନ ଭାବରେ ଗଚ୍ଛିତ ୮ଶହରୁ ଅଧିକ ବସ୍ତା ଚାଉଳ ଓ ୬ କୁଇଣ୍ଟାଲ ମହୁଲ ସମେତ ଚାଉଳ ଭର୍ତ୍ତି…

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତର ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀଙ୍କ ଘରେ ଗତରାତିରେ ପୁଲିସ ଚଢାଉ କରି ଶହଶହ କୁଇଣ୍ଟାଲ ଚାଉଳ ଓ ମହୁଲ ଜବତ କରିଛି । ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ (ରାତି ସାଢେ୮ଟା ସୁଦ୍ଧା) ଜବତ
Read More...

ଆଇଜିଏସଏସଏସ ପକ୍ଷରୁ କୋଭିଡ ସଚେତନତା ରଥର ଶୁଭାରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ବେଛାସେବୀ ଅନୁଷ୍ଠାନ ଇଣ୍ଡି ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ)ପକ୍ଷରୁ କରୋନା ସଚେତନତା ପାଇଁ କୋଭିଡ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ତହସିଲଦାର
Read More...

କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର କଳାବ୍ୟାଚ ଧାରଣ କରି ପ୍ରତିବାଦ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଓଡିଶା ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ସଂଘର ବିଭିନ୍ନ ଦାବୀ ନେଇ ଆଜିଠାରୁ କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘର ସଦସ୍ୟମାନେ ନିଜ ନିଜ କାର୍ୟ୍ୟସ୍ଥଳୀରେ କଳାବ୍ୟାଚ୍‌ ଧାରଣ କରି ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ସେମାନେ ଯେଉଁ ଦାବି
Read More...

କର୍ଲାମୁଣ୍ଡା ବ୍ଳକ : ଶହ ଶହ ହେକ୍ଟର ଗୋଚର ଜମି ପ୍ରଭାବଶାଳୀଙ୍କ କବ୍‌ଜାରେ : ରାଜସ୍ୱମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ…

କର୍ଲାମୁଣ୍ଡା : (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକର ପ୍ରତ୍ୟେକ ଗାଁରେ ଥିବା ଗୋଚର ଜମି ଏବେ ପ୍ରଭାବଶାଳୀଙ୍କ କବ୍‌ଜାରେ । ଗାଈଗୋରୁ ଚରିବା ପାଇଁ ଥିବା ଏଇ ଗୋଚର ଭୂମି ଜବରଦଖଲକାରୀଙ୍କ ଦ୍ୱାରା ଚାଷଜମିରେ ପରିଣତ ହୋଇଥିବା ବେଳେ ଆଉ କେଉଁଠି କୋଠାଘର ତିଆରି
Read More...

ସମ୍ମୁଖ କରୋନା ଯୋଦ୍ଧା ଡାଃ ଶିଖିଧ୍ୱଜ ପଟେଲ : ଦୁଇଶହରୁ ଅଧିକ ରୋଗୀଙ୍କୁ କଲେଣି ସୁସ୍ଥ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କରୋନା ପଜିଟିଭ ଯାହାର ଚିହ୍ନଟ ହେଲା ସେ ରୋଗରୁ ଭଲହେବା କଥା ଚିନ୍ତା କରିବା ଅପେକ୍ଷା ନିଜ ପରିବାର କଥା ଆଗ ଭାବୁଛି, କାରଣ ସେ କଣ ହୋଇଗଲେ ତା’ ପିଲାଛୁଆ କେମିତି କରିବେ, ଏଇ ମାନସିକ ଚିନ୍ତାରେ ସେ ଘାରି ହେଉଛି । ଫଳରେ ତାର ସୁସ୍ଥତାରେ ପ୍ରତିବନ୍ଧକ
Read More...

ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ମାମଲା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡିର ରାପ ସଂଗୀତ ଗାୟକ ଡୁଳେଶ୍ୱର ତାଣ୍ଡି ଏକ ଅଶ୍ୱିଳ ସଂଗୀତ ଗାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ସେ ଭୁଲ କରିଥିବା ବେଳେ ତାଙ୍କ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ନାନାଦି ଅଶ୍ୱିଳ ଆକ୍ଷେପ କରାଯାଉଥିବାରୁ ତୀବ୍ର
Read More...

ବୋରପଦର ପଂଚାୟତର ଦୁଇଟି ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଏହି ବ୍ଲକର ବୋରପଦର ଗ୍ରାମ ପଂଚାୟତର ଖଲିଆପାଲି ଓ ଭଟାପଲା ଗ୍ରାମରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ସରପଞ୍ଚ ମାଧବ ସାହୁ ସଟଡାଉନ ଘୋଷଣା କରିଛନ୍ତି । ଆଜି ଠାରୁ ସତେଇଶ ତାରିଖ ପର୍ୟ୍ୟନ୍ତ ଏହି ଦୁଇ ଗ୍ରାମ ସମ୍ପୂର୍ଣ ସଟଡାଉନ ରହିବ ।
Read More...

ରିଷିଡାରେ ରବି ଧାନମଣ୍ଡି ଉଦଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡା ଆରଏମସି ବଜାର ପ୍ରାଙ୍ଗଣରେ ରବି ଧାନ କିଣିବା ପାଇଁ ପେକ୍ସ ପକ୍ଷରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ, ଚାଷୀନେତା ଗୋକୁଳ ମାଝୀ,
Read More...

କର୍ଲାମୁଣ୍ଡାରେ ନୂତନ ପେଟ୍ରୋଲ ଟାଙ୍କି ଉଦଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି କର୍ଲାମୁଣ୍ଡା ବ୍ଲକ ସଦର ନିକଟରେ ନୂତନ ଭାବେ ଏକ ପେଟ୍ରୋଲ ଓ ଡିଜେଲ ଟାଙ୍କିର ଶୁଭାରମ୍ଭ ହୋଇଛି । ଏହାକୁ ସାମାଜିକ କର୍ମୀ ହୀରା ଭୋଇ, ଚିତ୍ରସେନ ସାହୁ ଓ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଏହି ଫିଲିଂ ଷ୍ଟେସନର
Read More...