ଗଞ୍ଜେଇ ଜବତ, ୩ ଗିରଫ
				କଣ୍ଟାମାଳ, (ମମତା ମହାକୁର) : ଗଞ୍ଜେଇ ଚାଲାଣ ସଂପର୍କରେ ଖବର ପାଇ କଣ୍ଟାମାଳ ପୁଲିସ ତିଲକାମାଲ ଛକରେ ଜଗି ରହିଥିଲା । କାର୍(ସିଜି ୦୪ କେଏଚ୍ ୦୯୯୯)କୁ ଅଟକାଇ ତନଖି କରିଥିଲା । ଗାଡିରୁ ୩୩କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ!-->…					
Read More...
				Read More...