କଣ୍ଟାବାଞ୍ଜି ସହରରେ ଧୁମ୍ଧାମରେ ପାଳିତ ହେଲା ଭଗବାନ ପର୍ଶୁରାମଙ୍କ ଜୟନ୍ତୀ
କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ସହରରେ ଧୁମ୍ଧାମରେ ପାଳିତ ହୋଇଯାଇଛି ଭଗବାନ ପର୍ଶୁରାମଙ୍କ ଜୟନ୍ତୀ । ଏହି ଅବସରରେ ସନ୍ଧ୍ୟା ସମୟରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ସାରା ପରିକ୍ରମା କରାଯାଇଥିଲା । ଏଥିରେ ହଜାର ଜହାର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।
Read More...
Read More...