ଚଳନ୍ତା ଟ୍ରେନ୍ରେ ଚଢିବା ବେଳେ ଖସିପଡ଼ି ଯୁବକଙ୍କ ମୃତ୍ୟୁ
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ରେ ଚଢୁଥିବା ବେଳେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ,!-->…
Read More...
Read More...