ଉପଖଣ୍ଡସ୍ତରୀୟ ପାଣି ପଞ୍ଚାୟତର ନୂତନ ସଭାପତି ଭାବେ ମନୋନୀତ ହେଲେ ରଂଜିତ ସାହୁ
କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁଡିଘାଟ ନିକଟରେ ଗତ ମଙ୍ଗଳବାର ଦିନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପଖଣ୍ଡସ୍ତରୀୟ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭା ପରିଚାଳନା ନିମନ୍ତେ!-->…
Read More...
Read More...