Browsing Tag

kantabanji news

ମହନିଲହରୁ ତୁରେକେଲା ରୋଡ୍‌ ରେଲୱେ ଷ୍ଟେସନକୁ ପକ୍କା ସଡକ ନିର୍ମାଣ ପାଇଁ ଦାବୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ମହନିଲହରୁ ତୁରେକେଲା ରୋଡ୍‌ ରେଲୱେ ଷ୍ଟେସନକୁ ପକ୍କା ସଡକ ନିର୍ମାଣ ପାଇଁ ଦାବୀ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା ସଦର ପଂଚାୟତର ମହନିଲହ ଗ୍ରାମରୁ ତୁରେକେଲା ରୋଡ୍‌ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ପଂଚାୟତ
Read More...

ତୁରେକେଲା ଥାନା ମହନିଲହ ବେଲବାଂଜି ସଂରକ୍ଷିତ ଜଂଗଲରୁ ନରକଙ୍କାଳ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ସାଇଂଟିଫିକ୍‌ ଟିମ୍‌ ଓ ପୋଲିସର ଅନୁସଂଧାନ ଜାରି କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହନିଲହ ବେଲବାଂଜି ସଂରକ୍ଷିତ ଜଂଗଲରୁ ଏକ ନର କଙ୍କାଳ ତୁରକେଲା ପୋଲିସ ଶନିବାର ଦିନ ଉଦ୍ଧାର କରିଛି । ମୃତକଙ୍କ କୌଣସି ପରିଚୟ ଜଣାପଡି ନାହିଁ । ଘଟଣାସ୍ଥଳରେ
Read More...

ପାଣି ପାଉଚ୍‌ କାରଖାନା ମାଲିକଙ୍କ ବୈଠକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ହୋଟେଲ ରୟାଲ ତ୍ୟୁଲିଫ୍‌ରେ ପାଣି ପାଉଚ୍‌ କାରଖାନା ମାଲିକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ନକଲି ପାଣି ପାଉଚ ତିଆରି ହେଉଥିବା ନେଇ ଜିଲ୍ଲାର ପାଣି ପାଉଚ କାରଖାନାର ମାଲିକମାନେ ଅଭିଯୋଗ
Read More...

ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟର ଅଧୀନସ୍ଥ ସମରସିଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂ ଆଜି ଷାଠିଏ ବର୍ଷ ପୂର୍ତ୍ତି ଅବସରରେ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଥିଲେ । ଏହି ବିଦାୟ ସମ୍ବର୍ଦ୍ଧନା
Read More...

କଣ୍ଟାବାଞ୍ଜି ସହରରେ ଜୋର୍‌ସୋର୍ ଭାବେ ଶ୍ରୀରାମ ନବମୀ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଭିନ୍ନ ଛକରେ ଶ୍ରୀରାମ ନବମୀ ଉତ୍ସବ ଜୋର୍‌ସୋରରେ ପାଳନ କରାଯାଇଛି । କଣ୍ଟାବାଞ୍ଜି ସହରର ଶ୍ରୀରାମ ମନ୍ଦିରଠାରୁ ନେଇ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦେଇ ଆମପଡାଠାରୁ ଜେଏମ୍‌ଜେରୁ ଓଭର୍ ବ୍ରିଜ ଥାନା ଛକରୁ
Read More...

କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ମଦର ଟେରେସା ମହିଳା ସେବା ସଂଗଠନ ଟିଟିଲାଗଡ ଦ୍ୱାରା ଏହି ରେଡିଓ ସଂଦେଶ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ
Read More...

କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ରାୟ : ନାବାଳକ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କମେଇମୁଣ୍ଡା ପଂଚାୟତ ପଣ୍ଡରେନ ଗ୍ରାମର ଜଣେ ନାବାଳକକୁ ସେହି ଗାଁର ଜିତେନ ପୋଢ ଗତ ୨୦୨୧ ମସିହାରେ ଜାମକି ରାସ୍ତାର ପୋଖରୀ ନିକଟରେ ଗୋଡେଇ ଗୋଡେଇ ହତ୍ୟା କରିଥିଲେ । ଏହି ହତ୍ୟା ପରେ ଅଭିଯୁକ୍ତ କଂଟାବାଂଜି ଉପକାରାଗାରରେ
Read More...

ସ୍କୁଲରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ବିଇଓଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ସ୍କୁଲରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ବଙ୍ଗୋମୁଣ୍ଡା ସ୍ଥିତ ବିଇଓଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । କପିଲାଭଟା ସ୍କୁଲରେ ବର୍ତ୍ତମାନ ୨ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ
Read More...

ଶ୍ରୀରାମ ନବମୀ ପାଳନ ନେଇ ପୋଲିସ ଏବଂ ପୂଜା କମିଟିର ଶାନ୍ତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଆସନ୍ତା ୩୦ ମାର୍ଚ୍ଚ ଦିନ ହେବାକୁ ଥିବା ଶ୍ରୀରାମ ନବମୀ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନେଇ ସ୍ଥାନୀୟ ପୋଲିସ ଏବଂ ପୂଜା କମିଟି ମଧ୍ୟରେ ଏକ ବୈଠକ ସୋମବାର ସଂଧ୍ୟାରେ ଅଭ୍ୟର୍ଥନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।
Read More...

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘାଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ଜୋର ଧରି ଥିବା ବେଳେ ତାକୁ ନେଇ ସଙ୍ଘର୍ଷ ସମିତି ଦ୍ୱାରା ବନ୍ଦ ପାଳନ କରାଯାଇଛି । ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏଥିସମେତ ଦୋକାନ ବଜାର ସାଙ୍ଗକୁ ସରକାରୀ,
Read More...