Browsing Tag

kantabanji news

କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ମାଷ୍ଟରମାନେ ଖୁସିତ’ ଉନ୍ମୋଚିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୋଶଲୀ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ମାଷ୍ଟରମାନେ ଖୁସିତ ଗଣେଶ ଚତୁର୍ଥୀ ଦିନ ଉନ୍ମୋଚିତ ହୋଇଯାଇଛି । ଏସ୍‌ କେ ପ୍ରେଜେଣ୍ଟସ ଆନୁକୂଲ୍ୟରେ ସ୍ୱର୍ଗତ ଅବଧାନ ତାଣ୍ଡୀଙ୍କ ସ୍ମୃତିରେ ବର୍ତ୍ତମାନ ସମୟରେ ଗଣ ଶିକ୍ଷକ ତଥା
Read More...

ଉତ୍କଳ ବାଳାଶ୍ରମରେ ହାଇଜେନିକ୍‌ କିଟ୍‌ ବଣ୍ଟନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜିସ୍ଥିତ ଉତ୍କଳ ବାଳାଶ୍ରମରେ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ
Read More...

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଆଜି ସକାଳୁ ସକାଳୁ ଦୋକାନ ଗୁଡିକ ସାମ୍‌ନାରେ ପିକେଟିଂ କରାଯାଇଥିଲା । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ
Read More...

କଂଟାବାଂଜି ପୋଲିସ ଦ୍ୱାରା ସାଢେ ୩ କେଜି ଗଂଜେ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହର ୱାର୍ଡ ନଂ. ୧୩ ସିଙ୍ଗାଲପଡାର ଜଣେ ଯୁବକଙ୍କ ଘରୁ ପୋଲିସ ସାଢେ ୩ କେଜି ଗଂଜେଇ ଜବତ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି । କଂଟାବାଂଜି
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କଣ୍ଟାବାଞ୍ଜିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆଙ୍କୁ ତୁରେକେଲା ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି ତଥା ଅବସର ପ୍ରାପ୍ତ
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ତୁରେକେଲା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଜନପ୍ରତିନିଧି ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବ
Read More...

ବିଦ୍ୟୁତ୍‌ ଆଘାତରେ ଜଣେ ମହିଳା ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଂଚାୟତ ତାଲଚକେଲ ଗାଁର ଜଣେ ମହିଳା ଗତକାଲି ସଂଧ୍ୟାରେ ନିଜ ଘରେ ଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ମହିଳା ଜଣକ ହେଲେ ବାଲମତି କରୁଆଁ(୫୦) । ପ୍ରାପ୍ତ ସୂଚନା
Read More...

କଣ୍ଟାବାଞ୍ଜିକୁ ରାଜସ୍ୱ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଓ ରାସ୍ତା ରୋକ୍

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ସମ୍ମୁଖରେ କଣ୍ଟାବାଞ୍ଜିକୁ ରାଜସ୍ବ ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଓ ରାସ୍ତା ରୋକ୍ କରାଯାଇଛି । ଏହି ବନ୍ଦ ପାଳନରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୦ରୁ ଅଧିକ ସଂଗଠନ ସାମିଲ
Read More...

ଅଗ୍ରୱାଲ ସଭା ଟ୍ରଷ୍ଟ ଓ ବାଲକୋ ରାୟପୁର ଦ୍ୱାରା ନିଃଶୁଳ୍କ କ୍ୟାନସର ଚିହ୍ନଟ ଶିବିର

ଚିହ୍ନଟ ରୋଗୀଙ୍କୁ ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ଓ ବାଲକୋ ଦ୍ୱାରା ହେବ ପ୍ରଦାନ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅଗ୍ରୱାଲ ସଭା ଟ୍ରଷ୍ଟ ଏବଂ ବାଲକୋ ରାୟପୁର ଦ୍ୱାରା ସୋମବାର ଦିନ ସ୍ଥାନୀୟ ହରିଭବନରେ ଏକ ନିଃଶୁଳ୍କ କ୍ୟାନସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ
Read More...

କଣ୍ଟାବାଞ୍ଜି ହରିଭବନଠାରେ ଅଗ୍ରୱାଲ ସଭା ଟ୍ରଷ୍ଟ ତରଫରୁ ମାଗଣା କର୍କଟ ପରୀକ୍ଷା ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ହରିଭବନଠାରେ ଅଗ୍ରୱାଲ ସଭା ଟ୍ରଷ୍ଟ ତରଫରୁ ମାଗଣାରେ କର୍କଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କର୍କଟ ପରୀକ୍ଷା ଓ ରୋଗର ଲକ୍ଷଣ ହେଉଛି ପାଟିରେ ଘା କିମ୍ବା ବେକରେ ଗଣ୍ଠି, ଝାଡ଼ା ଓ ପରିସ୍ରାରେ
Read More...