Browsing Tag

kantabanji news

ଚଳନ୍ତା ଟ୍ରେନ୍‌ରୁ ଖସିପଡି ଯୁବକ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଚଳନ୍ତା ଟ୍ରେନ୍‌ରୁ ଖସିପଡି ଯୁବକ ଗୁରୁତର । ରାୟପୁରରୁ ସମତା ଏକ୍ସପ୍ରେସ୍‌ରେ ଆସୁଥିବା ବେଳେ ଟ୍ରେନ୍‌ରୁ ଖସିପଡି ଯୁବକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । କଣ୍ଟାବାଞ୍ଜି - ବଙ୍ଗୋମୁଣ୍ଡା ରେଲୱେ ଫାଟକରେ ଘଟିଛି ଏହି ଘଟଣା । ଯୁବକଙ୍କ ଦେହରୁ
Read More...

ୠତୁରେକେଲାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଭାରତୀୟ କୃତ୍ରିମ ନିଗମ ଭୁବନେଶ୍ୱର ଓ ସମଗ୍ର ଶିକ୍ଷା ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଳକସ୍ତରୀୟ ଚିହ୍ନଟ ଶିବିର
Read More...

ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଞ୍ଚି
Read More...

ଜନମଙ୍ଗଳ କାମ ପାଇଁ ପ୍ରେସ୍‌ କ୍ଲବକୁ ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ ସମ୍ମାନିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବ ସବୁ ସମୟରେ ଲୋକଙ୍କ ପାଇଁ ଜନମଙ୍ଗଳ କାମ କରିଆସୁଛି । ଏହି ଜନମଙ୍ଗଳ କାମ ପାଇଁ ଜିଲ୍ଲାରୁ ରାଜ୍ୟର ଯାଏ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇସାରିଛି । ତେବେ ଆଜି ବିଶ୍ୱ ହୃଦୟ
Read More...

ଆମ୍ବେଦକର ଯୁବକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଆମ୍ବେଦକର ଯୁବକ ସଂଘ, ବେହେରେନସିଲେଟ୍ ଓ ସାଗର ମଲ୍‌ଟି ସ୍ପେଶିଆଲିଟି ହସ୍‌ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ବେହେରେନସିଲେଟ୍ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ
Read More...

କଣ୍ଟାବାଞ୍ଜିରେ ମହମ୍ମଦଙ୍କ ଜନ୍ମଦିନ ପାଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ମୁସଲମାନ ସମ୍ପ୍ରଦାୟ ତରଫରୁ ଇଦ ଉଲ୍ ମିଲାଦ ଉନ ନବି ତଥା ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଉତ୍ସବ ପାଳନ ଅବସରରେ ମୁସଲମାନ ଭାଇଭଉଣୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା କଣ୍ଟାବାଞ୍ଜି ସହର ପରିକ୍ରମା କରିଥିଲା । ମାନବତା,
Read More...

ନୋଡ଼ାଲ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାହିତ୍ୟ
Read More...

ଅବହେଳିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଆଣ୍ଠୁଏ ପାଣି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାରରେ ଗୁରୁବାର ଦିନର ଝରି ବର୍ଷାରେ ଅଫିସ ପରିସରରେ ଆଣ୍ଠୁଏ ପାଣି ଜମି ରହିଛି । କଣ୍ଡାବାଞ୍ଜିସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାର ଦୀର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି । କେବଳ
Read More...

କଣ୍ଟାବାଞ୍ଜି ଭୁଲିଆ ସମାଜ ଦ୍ୱାରା ମେହେର ଜୟନ୍ତି ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ଭୁଲିଆ ସମାଜଦ୍ୱାରା ରବିବାର ଦିନ ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିର ସଭା ଗୃହରେ ଗଙ୍ଗାଧର ମେହେର ଜୟନ୍ତି ଧୁମଧାମରେ ପାଳିତ ହୋଇଛି । ଏହି ସଭାରେ ବିଧାୟକ ଲକ୍ଷ୍ମଣ ବାଗ (ମୂଖ୍ୟ ଅତିଥୀ) ସମ୍ମାନିତ ଅତିଥୀଭାବେ
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ, ମହାବିଦ୍ୟାଳୟର ଦ୍ୱତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଉଭୟ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ
Read More...