Browsing Tag

kantabanji news

୮ଦଫା ଦାବୀ ନେଇ ଏନ.ଏ.ସି. ଘେରିଲା ଭାଜପା

କଂଟାବାଂଜି, (ମନୀଶ କୁମାର ହଂସ) : ଭାରତୀୟ ଜନତା ପାର୍ଟି କଂଟାବାଂଜି ମଣ୍ଡଳଦ୍ୱାରା ମଂଗଲବାର ଦିନ କଂଟାବାଂଜି ଏନ.ଏ.ସି.ର ମୁଖ୍ୟ ଫାଟକ ସମ୍ମୁଖରେ ଦିନିକିଆ ବିକ୍ଷୋଭ କରାଯାଇଛି । ଏନ.ଏ.ସି. ସହରାଂଚଳରେ ବସବାସ କରୁଥିବା ବାସହୀନ ଗରିବ ତଥା କଚ୍ଚା ଘରେ ରହିଆସୁଥିବା ଲୋକଙ୍କୁ
Read More...

ଟ୍ରାକ୍ଟର ଚାପାରେ ଛାତ୍ରର ମୃତ୍ୟୁ : ଡ୍ରାଇଭର ଫେରାର

କଂଟାବାଂଜି, (ମନିଶ କୁମାର ହଂସ) : ମାମୁଁ ଘରର ବାହାଘରକୁ ଆସି ଟ୍ରାକ୍ଟର ଚାପାରେ ଶନିବାର ଦିନ ଜଣେ ନାବାଳକ ଛାତ୍ରର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡେନ ଥାନା ସମଲେଇପଦର ଗାରଁ ରତନା ନାଗର ପୁଅ ପପୁ ନାଗ (୧୦) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ
Read More...

ଜି.ଏସ.ଟି. ବିରୋଧରେ କଂଟାବାଂଜିରେ ବନ୍ଦ : ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ, ସାପ୍ତାହିକ ବଜାର, ଡେଲି ମାର୍କେଟ ଖୋଲା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ବଣିକ ମହାସଂଘ ଦ୍ୱାରା ଭାରତ ବନ୍ଦକୁ ସମର୍ଥନ ଜଣାଇ ଶୁକ୍ରବାର ଦିନ ସମସ୍ତ ଦୋକାନ ବଜାର ହୋଇଛି । ଜି.ଏସ.ଟି. ବିଲକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ନିୟମରେ ଲାଗୁ କରିିଥିବା ପ୍ରତିିବାଦରେ ଏହି ବନ୍ଦ ପାଳନ କରାଯାଇଛି । କଂଟାବାଂଜି ବଣିକ
Read More...

ସିଂଗାଲପଡା ପୋଖରୀରୁ ଜବର ଦଖଲ ଉଛେଦ ଦାବୀ ନେଇ ପଡାବାସୀଙ୍କ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ : ପୋଖରୀର ଡିମାରକେସନ୍‌…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନ୍‌ଏସିର ୱାର୍ଡ ନଂ.୧୨ ଓ ୧୩ ସିଂଗାଲପଡାରେ ଥିବା ସରକାରୀ ପୋଖରୀକୁ କେତେକ ବ୍ୟକ୍ତି ଜବର ଦଖଲ କରି ଘର ନିର୍ମାଣ କରୁଛନ୍ତି । ଜବର ଦଖଲ କରିବା ଦ୍ୱାରା ପୋଖରୀ ସର୍ବସାଧାରଣଙ୍କ ବ୍ୟବହାର ଅନୁପଯୋଗୀ ହେବାରୁ ଜବର ଦଖଲ ଉଛେଦ ପାଇଁ ଦୁଇ
Read More...

ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର

କଣ୍ଟାବା‌ଞ୍ଜି, (କୈଳାଶ ସଗ୍ରିଆ) : ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର, ଓଲଟପୁର, କଟକ ଓ ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗୀରଙ୍କ ମିଳିତ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ
Read More...

ଖବରଦାତା ସମ୍ମିଳନୀରେ ତଦନ୍ତ ଦାବୀ କଲା ବିଜେଡି : ସାଂସଦଙ୍କ ନୋମିନି ତଥା ଖଗସା ସରପଂଚଙ୍କ କରୋନା ମହାମାରୀ ଫଣ୍ଡ…

କଂଟାବାଂଜି, (ମନିଶ କୁମାର ହଂସ) : ବୁଧବାର ସଂଧ୍ୟାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଖବରଦାତା ସମ୍ମିଳନୀରେ କରୋନା ମହାମାରୀ ସମୟରେ ହୋଇଥିବା ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଛି । କରୋନା
Read More...

କୋଶଲାଞ୍ଚଳର ରାଜଧାନୀରେ ଛେର୍‌ଛେରା ଉତ୍ସବ

କଣ୍ଟାବାଞ୍ଜି, (ମନୀଶ କମୁାର ହଂସ) : ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ୯ମ ଶତାବ୍ଦୀର ସୋମେଶ୍ୱର ମନ୍ଦିର ତଥା ଚଉଷଠି ଯୋଗିନୀ ମନ୍ଦିର ରାଣୀପୁର ଝରିଏଲ ଠାରେ ପଶ୍ଚିମ ଓଡ଼ିଶାର ଗଣ ଉତ୍ସବ ପୁଷ୍‌ ପୁନି ସରସ୍ୱତୀ ପୂଜା ଦିନ ପାଳିତ ହୋଇଥିଲା ।ପ୍ରଥମ
Read More...

କଂଟାବାଂଜି ଓ ତୁରେକେଲାରେ କଂଗ୍ରେସର ବନ୍ଦ ପାଳନ : ଡେଲି ମାର୍କେଟ ଓ ସାପ୍ତାହିକ ବଜାର ବ୍ୟତୀତ ସମସ୍ତ ଦୋକାନ ବଜାର…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରରେ କଂଗ୍ରେସର ଆହ୍ୱାନକ୍ରମେ ସୋମବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସୋମବାର ସାପ୍ତାହିକ ବଜାର ଥିବାରୁ ଉଭୟ ଡେଲି ମାର୍କେଟ ଓ ସାପ୍ତାହିକ ବଜାର ଉପରେ କୌଣସି ପ୍ରଭାବ ପଡି ନଥିଲା । ଏପରିକି ରେଲ ଚଳାଚଳରେ ମଧ୍ୟ ପ୍ରଭାବ ପଡି ନଥିଲା
Read More...

ଚାଷୀକୁ ଧାନର ଉଚିତ ମୂଲ୍ୟ ଦାବୀ : କଂଟାବାଂଜି ବିଜେପି ଦ୍ୱାରା ଇଂଦିରା ଛକରେ ୩ ଘଂଟିଆ ରାଜ୍ୟ ରାଜପଥ ନଂ.୪୨କୁ ଅବରୋଧ

କଂଟାବାଂଜି, (ମନିଶ କୁମାର ହଂସ) : ଚାଷୀକୁ ଉଚିତ ଧାନର ମୂଲ୍ୟ ଏବଂ କଟନି ଛଟନୀ ବନ୍ଧ କରିବା ସହିତ ମିଲରମାନଙ୍କ ଶୋଷଣରୁ ଚାଷୀକୁ ମୁକ୍ତ ରଖିବା ନେଇ ବିଜେପି ତରଫରୁ ଶନିବାର ଦିନ କଂଟାବାଂଜିରେ ରାସ୍ତାରୋକ କରାଯାଇଥିଲା । ସକାଳ ୧୧ ଟାରୁ ସ୍ଥାନୀୟ ଇଂଦିରା ଛକ ନିକଟରେ
Read More...

ଅଲଣ୍ଡା ଓ ଅର୍ସାତୁଲା ପଞ୍ଚାୟତର ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (ମନୀଶ କୁମାର ହଂସ) : ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳ ଭିନ୍ନ ଭିନ୍ନ ସମୟରେ ବୁଲି ଲୋକଙ୍କ ସମସ୍ୟା ବୁଝିବା ଦିଗରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହି କ୍ରମରେ କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଧେକେଲା ଜୋନ୍‌ର
Read More...