ଡାକ୍ତରଖାନାରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ
କାଳିଆପାଣି : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି ଅପରାହ୍ଣରେ ରୋଗୀ ଭିଡ଼ ଥିବା ସମୟରେ ମେନ୍ ସୁଇଚ୍ ପାଖ କଣ୍ଟ୍ରୋଲ୍ ପ୍ୟାନେଲ୍ରେ ସଟ୍ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିଲା । ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ପ୍ରକାଶ ପଣ୍ଡାଙ୍କ ପାଖରେ ରୋଗୀମାନଙ୍କର ଲମ୍ବା ଧାଡ଼ି!-->…
Read More...
Read More...