Browsing Tag

kalampur news

କୂଅରେ ପଡି ବୃଦ୍ଧ ମୃତ

କଲମପୁର : ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମରେ ଜଣେ ବୃଦ୍ଧ କୌଣସି କାରଣରୁ କୂଅରେ ପଡି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଗୁରୁବାର ଜୁନାଗଡ ଥାନା ଅଧିନସ୍ଥ ବାନ୍ଧନପଲା ଗ୍ରାମର ଏକ କୂଅରେ ସେହି ଗ୍ରାମର ଗଙ୍ଗାଧର ଭୋଇ (୬୦) ବର୍ଷିୟ ବୃଦ୍ଧ କୌଣସି କାରଣରୁ ପଡି ଯାଇଥିଲେ ।
Read More...

ଅବିଭାବକ ଓ ଶିକ୍ଷକ ସମନ୍ୱୟ ବୈଠକ ଅନୁଷ୍ଠିତ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଏବଂ ଜୟପାଟଣା ବ୍ଲକ ଅଧିନସ୍ଥ ବାଣ୍ଡିଗାଁ ଅମୂଲ୍ୟ କୁମାର ସ୍ମୃତି ଉଚ୍ଚ ବିଦ୍ୟାପୀଠଠାରେ ଉଭୟ ଅବିଭିବକ ଓ ଶିକ୍ଷକଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଣ୍ଡିଗାଁ ଅମୂଲ୍ୟ କୁମାର
Read More...

ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ

କଲମପୁର : ଧନପୁର ସ୍ଥିତ ଅଚ୍ୟୁତାନନ୍ଦ ହାଇସ୍କୁଲଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଆଦି ଭାଷା ସଂସ୍କୃତ । ଯାହାକୁ ଭାଷା ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଦିନକୁ ଦିନ ଏହି ଭାଷା ଲୋପ ପାଇବାକୁ ବସିଲାଣି । ତେଣୁ ଏହି ଭାଷାର ସୁରକ୍ଷା ତଥା ବହୁଳ ପ୍ରଚାର ଓ ବ୍ୟବହାର
Read More...

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଲମପୁର : ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇ ଜଲ ଭଣ୍ଡାରର ପାଣି ଭିତରେ ବୁଡି ନିଖୋଜ ହେଇଯାଇଥିବା ଦୁର୍ଖାଲ ଗ୍ରାମର ୫୦ ବର୍ଷିୟ ପିତ୍ତବାସ ନାଏକଙ୍କ ମୃତଦେହ ଉଦ୍ଧାର ହେଇଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ପିତବାସ ଗ୍ରାମ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ସବୁ ଦିନ
Read More...

ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଣେ ନିଖୋଜ

କଲମପୁର : ଜଣେ ବ୍ୟକ୍ତି ଗାଧୋଇବାକୁ ଯାଇ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ନିଖୋଜ ହେବା ଘଟଣା ଏବେ ଥୁଆମୁଲ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ଖବର ମିଳି ନାହିଁ । ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଗୋପିନାଥପୁର
Read More...

ନାକୁରୁଣ୍ଡିଠାରେ ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କଲମପୁର : ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡିକରେ ଜନଶୁଣାଣି କାର୍ଯ୍ୟକ୍ରମ କରିବାକୁ
Read More...