ମଦନପୁର ବିଦ୍ୟୁତ୍ ସବ୍ ଷ୍ଟେସନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ. ରାମପୁର ବ୍ଲକ ମଦନପୁର ଟିପିଡବ୍ଲୁଓଡିଏଲ୍ ସବ୍ ଷ୍ଟେସନ ଠାରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରମୋସ କୁମାର ପାତ୍ର, କର୍ମଚାରୀ ସିଲୁ ସେଠ, ପାଇକ, ରାଜେନ୍ଦ୍ର ରଣା,!-->…
Read More...
Read More...