Browsing Tag

kalahandi news

ମଦନପୁର ରାମପୁରର ନୂତନ ରାଜାଙ୍କ ଦେବାଦେବୀ ଦର୍ଶନ

କଳାହାଣ୍ଡି, (ପି.କେ. ସାହୁ) : ରାଜ୍ୟାଭିଷେକ ପରେ ମଦନପୁର ରାମପୁରର ନୂତନ ରାଜା ତଥା ୩୦ ତମ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ପ୍ରଥମେ କଳାହାଣ୍ଡି ମହାରାଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା
Read More...

କାଉନସିଲରଙ୍କ ଆଗରେ ହାର ମାନିଲା ଲୋକଙ୍କ ଜନମତ ନିର୍ବାଚନ ସମୟକୁ ନେଇ ଭାଜପା,ବିଜେଡି କର୍ମୀ ମୁହାଁମୁହିଁ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୁକେଶ ଆଗ୍ରୱାଲଙ୍କ ବିରୋଧରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା । ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିପକ୍ଷରେ ବିଜେଡିର ୧୦ କାଉନସିଲର ଭୋଟ୍‌ ଦେଇଥିବା
Read More...

ବିଜ୍ଞାନ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ଜୟଦୁର୍ଗା ଉଚ୍ଚ ଵିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଜାତୀୟ ଶିକ୍ଷକ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଶ୍ରୀ କରଙ୍କୁ
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ୧ମୃତ

କଳାହାଣ୍ଡି : ଭବାନୀପାଟଣା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଇ ସ୍କୁଟି ଚାଳକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହିିଁ ପ୍ରାଣ ହରାଇଛନ୍ତି ସ୍କୁଟି ଚାଳକ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରୁ ଟ୍ରକଟି ଫେରାର୍‌
Read More...

ବିନ୍ଧାଣୀରୁ ୫ ଫୁଟର ଅଜଗର ସାପ ଉଦ୍ଧାର କଲା ବନ ବିଭାଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତର ବିନ୍ଧାଣୀ ଗ୍ରାମର ତେଲନଦୀ ନିକଟରୁ ବନ ବିଭାଗ ଏକ ୫ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର କରିଛି । ସୂଚନା ମତେ, କୌଣସି ସୂତ୍ରରୁ ଖବର ପାଇ ମଦନପୁର ସେକ୍ସନର ବନପାଳ ସମ୍ପଦ
Read More...

‘ଫାର୍ମ ବି’ ଉତ୍ପାଦର ବଜାର ପ୍ରବେଶ

ଭବାନୀପାଟଣାରୁ ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାର ଜୟଯାତ୍ରା କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶାର ଅଗ୍ରଣୀ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ଼ ଆନୁକୂଲ୍ୟରେ ପରିଚାଳିତ 'ଫାର୍ମ ବି' ବ୍ରାଣ୍ଡର ପଶ୍ଚିମ ଓଡିଶା ବଜାର ପ୍ରବେଶ ସହ
Read More...

ମ.ରାମପୁର ଅଞ୍ଚଳରେ ନବାନ୍ନ ତିଥି ନିର୍ଦ୍ଧାରଣ

କଳାହାଣ୍ଡି, (ପି.କେ. ସାହୁ) : ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନବାନ୍ନ । ଏହି ନବାନ୍ନଟି ପଞ୍ଚମୀ ତିଥିରେ ପ୍ରାୟ ଅଞ୍ଚଳରେ ହେଉଥିବା ବେଳେ ମ.ରାମପୁର ଅଞ୍ଚଳରେ ଚଳିତ ବର୍ଷ ପାଇଁ ନବାନ୍ନ ତିଥି ନିର୍ଦ୍ଧାରଣ ହୋଇଛି । ମ.ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂହଦେଓଙ୍କ ଅଧ୍ୟକ୍ଷତାରେ
Read More...

କଳାହାଣ୍ଡିରେ ଭାରତ ବନ୍ଦର ମହାପ୍ରଭାବ : ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସଂଶୋଧନ ପାଇଁ ଦେଇଥିବା ରାୟ ବିରୋଧରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମହାସଂଘ ଭାରତ ବନ୍ଦ ଡାକରା ଦେଇଥିଲା । ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଭବାନୀପାଟଣା ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଅନ୍ଦୋଳନର ଅନ୍ୟତମ ସାରଥୀ

ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ମେହେର ଜୟନ୍ତୀ କଳାହାଣ୍ଡି : (ପି. କେ. ସାହୁ) : ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି । ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ପ୍ରକୃତି କବି
Read More...

କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ମାଓ କ୍ୟାମ୍ପ ଠାବ ବିପୁଳ ମାଓ ସାମଗ୍ରୀ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଥିବା ମଦନପୁର ରାମପୁର ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିବାବେଳେ, ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଉଥିବା ସମ୍ପର୍କରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ
Read More...