ବାଇକ ସହ ସ୍କୁଟି ଧକ୍କା ଜଣେ ମୃତ, ଜଣେ ଗୁରୁତର
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ ମୀନଗୁର ସାନକୁଟ୍ରୁ ରାସ୍ତାର ଏକ ବୁଲାଣିରେ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାଫଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରତର ହୋଇଛନ୍ତି । ସୂଚନା!-->…
Read More...
Read More...