Browsing Tag

kalahandi news

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ବ୍ଲକ
Read More...

କାର୍ ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ

କଳାହାଣ୍ଡି : କଳାହାଣ୍ଡି ଆମପାଣି ଛକ ନିକଟରେ ଦୁର୍ଘଟଣା । ଦାଦନ ଶ୍ରମିକଙ୍କ ଉପରେ ଚଢିଗଲା କାର୍‌ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଇନୋଭା କାର୍‌ ଧକ୍କା ଦେବାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କର ଜୀବନ । ମୃତକ ଛତିଶଗଡ଼ ଦେଭୋଗ ଗୋଇରାପଦର ଗାଁର ରମେଶ ବୋଲି ଜଣାପଡିଛି । ରମେଶ
Read More...

କଳାହାଣ୍ଡିରେ ବନ୍ଧକ ଶ୍ରମିକମାନଙ୍କ ପାଇଁ ଏକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଡିଏଲ୍‌ଏସ୍‌ଏ କଳାହାଣ୍ଡିରେ ବନ୍ଧକ ଶ୍ରମିକମାନଙ୍କ ପାଇଁ ଏକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ, ବିଚାରପତି, ପଂଚାୟତରାଜ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟ଼ୁସି)
Read More...

ନିଆଁରେ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଖେଳୁ ଖେଳୁ ନିଆଁର ଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନିରୀହ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତାଳବୋରା ଗାଁରେ । ନିଜ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅକୁ ଏକ ଛୋଟ ପାଳ କୁଡ଼ିଆରେ ଛାଡି କିଛି ଦୂରରେ
Read More...

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମଧୁସ୍ମିତା ନାଏକ ଯୋଗଦେଇ ଏହି
Read More...

ଥାନା ଘେରିଲେ ପଡାବାସୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟୁତ କାଟକୁ ନେଇ ଭବାନୀପାଟଣା ପୌରାଧ୍ୟକ୍ଷ ଏବଂ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏପରିକି ଏହି ଘଟଣାକୁ କେନ୍ଦ୍ରକରି ଭବାନୀପାଟଣା ବାଙ୍ଗଟିପଡ଼ାବାସୀ ଟାଉନ ଥାନା ଘେରାଉ କରିଥିବା ନଜରକୁ ଆସିଛି । ସୂଚନାନୁଯାୟୀ,
Read More...

ବେଆଇନ ପିଚୁ ପ୍ଲାଣ୍ଟକୁ ସିଲ କଲା ପ୍ରଶାସନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦୀର୍ଘଦିନରୁ ବେଆଇନ ଭାବେ ଚାଲିଥିବା ଏକ ପିଚୁ ପ୍ଲାଣ୍ଟକୁ ସିଲ କରିଛି ପ୍ରଶାସନ । ଏଭଳି ଏକ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଛତିକୁଡ଼ା ବଂଶଲ ଇନଫ୍ରା ପିଚୁ ପ୍ଲାଣ୍ଟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଛତିକୁଡ଼ା ଠାରେ ଥିବା ପିଚୁପ୍ଲାଣ୍ଟ ଦୀର୍ଘ
Read More...

ଗୁଣପୁର ବ୍ଲକ ଗଠନ ପାଇଁ ଦାବୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଗୁଣପୁର ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବୀ ଜଣାଇଛନ୍ତି ୧୦ ପଂଚାୟତବାସୀ । ଗୁଣପୁର, କାଣିଗୁମା, ଥୁଆମୂଳ, କେରପାଇ, ନାକରୁଣ୍ଡି, ସିଲେଟ, ତଲ ଆମପଦର,
Read More...

ବିକଶିତ ଗାଁ ବିକଶିତ ଓଡିଶା’ର ଶୁଭ ଉଦ୍‌ଘାଟନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜଙ୍କିଆରେ ଉପସ୍ଥିତି ରହି ଶୁଭାରମ୍ଭ କରିଥିବା
Read More...

ଦନ୍ତା ଆକ୍ରମଣରେ ଦୁଇ ମୃତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବିଶ୍ୱନାଥପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ଼ ସେକ୍ସନର କାଦୋମାଳି ଗାଁରେ ଏକ ଅଭାବନୀୟ ଘଟଣା ଅଂଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଜୀବନ ଯାତ୍ରାରେ ଖାଦ୍ୟ ପାଇଁ ଉଭୟ ଗଜରାଜ ଏବଂ ମଣିଷ ମଧ୍ୟରେ ସଂଗ୍ରାମ ଚାଲିଥିବାବେଳେ
Read More...