Browsing Tag

jayapur news

ଲଜ୍ଜା : ୬ ଜଣ ଲୋକ ମିଶି ରାତିସାରା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପରଦିନ ଭୁତେଶ୍ୱର ମନ୍ଦିର ନିକଟରୁ…

ଜୟପୁର : ରାଜସ୍ଥାନର ଧୌଲପୁରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ରାତି ସାରା ୬ ଜଣ ଦୁର୍ବୃତଙ୍କ ଦ୍ୱାରା ଗଣଦୁଷ୍କର୍ମ ଶିକାର ହୋଇଥିବା ବେଳେ ପରଦିନ ପୀଡିତାଙ୍କୁ ଭୁତେଶ୍ୱର ମନ୍ଦିର ନିକଟରେ ପକାଇ ଦେଇଥିଲେ । ଏହି ମାମଲାରେ ପୋଲିସ କହିଛି ଯେ, ଜଣେ ୧୪ ବର୍ଷର
Read More...

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌

କୋରୁକୋଣ୍ଡା : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ । ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍‌ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବସ୍‌ଟି ଦୃତଗତିରେ ବାଲିମେଳା ଆଡ଼କୁ ଯାଉଥିବା
Read More...

୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୧ ଅଟକ

ଜୟପୁର : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ୮ କ୍ବିଣ୍ଟାଲରୁ ଗଂଜେଇ ଜବତ କରିଥିବା ଜଣାପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକରେ ନଡିଆା ସହ ଗଞ୍ଜେଇ ବୋଝେଇ ହୋଇ ଔରଙ୍ଗାବାଦ
Read More...

ଗୁପ୍ତେଶ୍ୱର ନିକଟ ସାବେରୀ ନଦୀରେ ଭାସିଗଲେ ୨ ଭାଇ

ଜୟପୁର : କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ନିକଟ ସାବେରୀ ନଦୀରେ ୨ ଭାଇ ଭାସିଯାଇଥିବା ଖବର ମିଳିଛି । ସେମାନଙ୍କ ଘର ଜୟପୁର ଇରିଗେସନ କଲୋନୀରେ ବୋଲି ଜଣାପଡିଛି । ଭାସିଯାଇଥିବା ୨ ଭାଇ ଆଦିତ୍ୟ ସ୍ବାଇଁ ଓ ସୁମିତ ସ୍ବାଇଁ ବୋଲି ଜଣାପଡିଛି ।
Read More...

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଜଣେ ଅଚିହ୍‌ହ୍ନା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଛି । ତେବେ ଯୁବକ‌ଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ରାସ୍ତାରେ ଏବେବି ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଛି । ଘଟଣା ସ୍ଥଳରେ ପୋଲିସ୍
Read More...

ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

ଜୟପୁର : ବୋରିଗୁମ୍ମା ଥାନା ଛତରଲା ନିକଟରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଏକ ପଲସର ଗାଡିକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ପରେ ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ବୋରିକୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ମନ୍ତ୍ରୀଙ୍କ
Read More...

ଦୁର୍ନୀତି ଅଭିଯୋଗରେ ଆଇପିଏସ୍ ମନୀଷ ଅଗ୍ରୱାଲ ଗିରଫ

ଜୟପୁର : ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ଦୌସାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମାମଲାରେ ଆଉ ଜଣେ ଅଧିକାରୀ ଗିରଫ ହୋଇଛନ୍ତି । ଏସିବି ଆଇପିଏସ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି । ୨୪ ଘଣ୍ଟା ମଧ୍ୟରେ ତାଙ୍କୁ
Read More...

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟ ମୃତ

ଜୟପୁର : ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ
Read More...