ଚୋରକୁ ଧରିବାରେ ସଫଳ ହୋଇଛି ପୋଲିସ
ଜୟପାଟଣା, (ଶେଷଦେବ ବେହେରା) : ମୋବାଇଲ୍ ଚୋରକୁ ଧରିବାରେ ସଫଳ ହୋଇଛି ଜୟପାଟଣା ପୋଲିସ । ବିଗତ ଦିନରେ ଜୟପାଟଣା ସହରରେ ମୋବାଇଲ ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ଘଟଣାର ୪ ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗତ ୩୧!-->…
Read More...
Read More...