Browsing Tag

jayapatana news

ବିଶ୍ୱାସଜନକ ସ୍ଥିତିରେ ଇନ୍ଦ୍ରାବତୀ ଜଳଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ବର୍ଷର ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଅନେକ ଆଶଙ୍କା ସୃଷ୍ଟି କରିସାରିଥିବା ବେଳେ ଗତ କିଛିଦିନର ଲଗାଣ ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବା ସହିତ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଏକ ବିଶ୍ୱସନୀୟ ସ୍ଥିତିକୁ ପହଞ୍ଚିଥିବା
Read More...

ଦକ୍ଷିଣମୁଖୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବେଙ୍ଗେର ଗ୍ରାମର ପବିତ୍ର ମାଟିରେ ଜନସାଧାରଣଙ୍କ ସହଯୋଗରେ ନବ ନିର୍ମିତ ଶ୍ରୀ ହନୁମାନ ମନ୍ଦିର ଓ ଦକ୍ଷିଣମୁଖୀ ଶ୍ରୀ ହନୁମାନଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି ।
Read More...

ଜୟପାଟଣା ଠାରେ ଆନ୍ତର୍ଜାତୀକ ଯୋଗ ଦିବସ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ ହୋଇଯାଇଛି । ବ୍ଲକ ସ୍ତରୀୟ ଏହି ଶିବିରରେ ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ସଂଗଠନ ସମସ୍ତ ସରକାରୀ ଅଧିକାରୀଓ କର୍ମଚାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ
Read More...

ବର୍ଷାରେ ଭିଜିଲା ପାରମ୍ପରିକ ମଣ୍ଡେଇ ଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଇଷ୍ଟଦେବୀ ମା' ଡୋକରିଙ୍କ ପାରମ୍ପରିକ ମଣ୍ଡେଇ ଯାତ୍ରା ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି । କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ କୃଷି ଓ କୃଷକର ମଙ୍ଗଳ କାମନା ସହିତ ମୌସୁମୀ ଉତ୍ତମ ବର୍ଷାର ଲକ୍ଷ୍ୟ ରଖି ଅଞ୍ଚଳର ଆରାଧ୍ୟାଙ୍କୁ ଏକ ବ୍ୟାପକ
Read More...

ବାଲଗୋପାଳ ସେବା ନିକେତନରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

ଜୟପାଟଣା, (ଶେଷଦେବ ବେହେରା) : ଭବାନୀପାଟଣା ସହର ଉପକଣ୍ଠରେ ଥିବା କଣ୍ଟାବାଞ୍ଜି ବାଲଗୋପାଳ ସେବା ନିକେତନରେ କଳାହାଣ୍ଡି କିସ୍‌ର ଶିକ୍ଷୟିତ୍ରୀ ସୁପ୍ରିୟା ପଣ୍ଡାଙ୍କ ଆୟୋଜନରେ ୧୧ତମ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରହ୍ମାନନ୍ଦ
Read More...

ପ୍ରବାସୀ ଦାଦନ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଜଣେ ଦାଦନ ଶ୍ରମିକଙ୍କ ସଡକ ଦୁର୍ଘଟଣାରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ଶବ ଆଜି ପୂର୍ବାହ୍ନରେ ଜନ୍ମମାଟିକୁ ଫେରିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ,
Read More...

ଜଳ ଯାତନା ମଧ୍ୟରେ ଜୟପାଟଣା ସହର

ଜୟପାଟଣା, (ଶେଷଦେବ ବେହେରା) : ତିନି ଦଶନ୍ଧି ଧରି ଜଳ ପାଇଁ ସଙ୍ଘର୍ଷ କରିଆସିଥିବା ଜୟପାଟଣା ଅଞ୍ଚଳରେ ଆଜି ବି ଅନେକ ଅଞ୍ଚଳ ଶୋଷିଲା ରହିଛି । କ୍ରମାନ୍ୱୟରେ ଅନେକ ଯୋଜନା ଚାଲିଥିଲେ ମଧ୍ୟ ବର୍ଷ ବର୍ଷ ଧରି ପ୍ରଶାସନିକ ଛତ୍ରଛାୟା ତଳେ ରହି ଆସିଥିବା ସଂପୃକ୍ତ ଯନ୍ତ୍ରୀଙ୍କ ଖୋଲା ଖୋଲି
Read More...

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିକେଚନ୍ଦ୍ର ମାଝୀଙ୍କୁ ଜଣେ ଭବ୍ୟ ଆୟୋଜନ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ମାଝୀ ୪୨ ବର୍ଷର ଶିକ୍ଷକତା ସାଙ୍ଗରେ ଏକ
Read More...

ମହିଳାଙ୍କୁ ବଳାତ୍କାର ଘଟଣା : ପୂର୍ଣ୍ଣିମାଙ୍କ ତିନିଦିନିଆ ଶୁଦ୍ଧିରେ ବାପା ମଧ୍ୟ ଚାଲିଗଲେ ଆରପାରିକୁ

ଜୟପାଟଣା, (ଶେଷଦେବ ବେହେରା) : ଶୋକରେ ଭାଙ୍ଗି ପଡ଼ିଥିବା ଜାମଚୁଆ ଗାଁ ଏବେ ସମ୍ପୂର୍ଣ୍ଣ ନିସ୍ତବ୍ଧ ପାଲଟି ଯାଇଛି । ଗୋଟିଏ ଘରୁ ଗତ ମଙ୍ଗଳବାର ଦିନ ଯୌନ ବଳାତ୍କାରକୁ ସହି ନପାରି ବିଷପାନ କରି ଆତ୍ମହତ୍ୟା କରିଥିବା ପୂର୍ଣ୍ଣିମାର ତିନିଦିନିଆ ନ ହେଉଣୁ ଗୁରୁବାର ରାତିରେ ତାଙ୍କ ବାପା କରନ
Read More...

ଆଶା, ଆଶ୍ଵାସନା ଓ ପରେ ପ୍ରତାରଣାର ପଚିଶ ବର୍ଷରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଧି

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀର ଅୟମାରମ୍ଭ ଅନେକଙ୍କୁ ବିକାଶର ସ୍ୱପ୍ନ ଦେଖିବାକୁ ସୁଯୋଗ ତିଆରି କରିଥିବା ବେଳେ ପାହାଡ଼ ଶିଖରରେ ରହିଥିବା ମଣିଷ ମାନେ ନିଜର ଯୁଗ ଯୁଗର ଭିଟାମାଟି, ସବୁଜ ଜଙ୍ଗଲ, ନିଜର ଚିର ଆରାଧ୍ୟା ମାଟି, ଦେବତା ଓ ଜୀବନ ଜୀବିକାର ମାଧ୍ୟମକୁ ହରେଇବାର କଷ୍ଟ
Read More...