ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ : ରଙ୍ଗ ଆଣିଲା ପୂର୍ବତନ ମନ୍ତ୍ରୀଙ୍କ…
ଜୟପାଟଣା, (ଶେଷଦେବ ବେହେରା) : ଗତ ୨୪ ଫେବୃଆରୀ ଦିନ ଜୟପାଟଣାକୁ ମୁଖ୍ୟମନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଜୟପାଟଣା ଅଞ୍ଚଳବାସୀଙ୍କ ତରଫରୁ ରାଜବାଟି ଛକ ନିକଟରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ!-->…
Read More...
Read More...