ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ : ମା’ ଗୁରୁତର
ଯାଜପୁର : ଯାଜପୁର ଜିଲ୍ଲା ବେଙ୍ଗାପାଟିଆ ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା' ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁର ଗଣେଷ ମଣ୍ଡଳଙ୍କ ଘରେ ବିଦ୍ୟୁତ ମରାମତି ହେଉଥିଲା । ଏହି ସମୟରେ ହଠାତ୍ ବିଦ୍ୟୁତ!-->…
Read More...
Read More...