Browsing Tag

jagatsinghpur news

ଜଗତସିଂହପୁରରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଜଗତସିଂହପୁର, (କେପିଏନ୍‌ଏସ୍‌) : ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରସବକାଳୀନ ସମୟ ନିକଟତର ଥିବା ମହିଳାଙ୍କୁ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । କୋଭିଡ୍ ନିୟମାବଳୀ ପାଳନ ସହ ସମସ୍ତ ସତର୍କତା ଅବଲମ୍ବନ
Read More...

ଜନଗଣନା ପାଇଁ ଜିଲ୍ଲାପାଳ ପ୍ରଦାନ କଲେ ପଦକ ଓ ପ୍ରମାଣପତ୍ର

ଜଗତସିଂହପୁର : ଗତକାଲି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ୟ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରି
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଡବ୍ଲୁଏସଏସ କିରାଣୀ

ଜଗତସିଂହପୁର : ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଡବ୍ଲୁଏସଏସ କିରାଣୀ ବୋଲି ଖବର ମଳିଛି । ସୂଜନା ଯୋଗ୍ୟ ଯେ, ପେନସନ ପେପର କରାଦେବା ନାଁରେ ଅବସରପ୍ରାପ୍ତ କର୍ମଚାରୀ ବସନ୍ତ ବାରିକଙ୍କ ଠାରୁ ଜଗତସିଂହପୁର ଆରଡବ୍ଲୁଏସଏସ କିରାଣୀ ଅମରେନ୍ଦ୍ର ଆଚାର୍ୟ୍ୟ
Read More...

କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିନି ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯିବ

ଜଗତସିଂହପୁର : କୁଜଙ୍ଗର କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଦୁଇ ବରପୁତ୍ର ନାରାୟଣ ବୀରବର ସାମନ୍ତ ଓ ସନ୍ଥ ରାଜୀବ ଲୋଚନ ଦାସଙ୍କ ନାମରେ ନାମିତ ସମ୍ମାନ ତିନିଜଣ ସାରସ୍ୱତ ସାଧକଙ୍କୁ ପ୍ରଦାନ କରାଯିବ । କବି ପିତାମ୍ବର ତରାଇଙ୍କୁ ନାରାୟଣ ବୀରବର ସମ୍ମାନ, ବନମାଳୀ ସାହୁଙ୍କୁ ସନ୍ଥ ରାଜୀବ
Read More...

ସରକାରୀ ସ୍ୱୀକୃତି ମିଳିଲା ରାହାମା ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ

ଜଗତସିଂହପୁର : କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ଓଡିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିପାଇଁ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ କର୍ମଚାରୀ, ବିଦ୍ୟାଳୟର ଅଭିଭାବକ ଓ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଧୃବଚରଣ ସ୍ୱାଇଁ ରାଜ୍ୟ
Read More...