Browsing Tag

jagatsinghpur news

୪ କୁଇଣ୍ଟାଲ୍‌ର କାଉ ଥଣ୍ଟିଆ ମାଛ ଉଦ୍ଧାର

ଜଗତସିଂହପୁର : ପାରାଦୀପ ଅଞ୍ଚଳରୁ ଶନିବାର ଏକ ବିରଳ ପ୍ରଜାତିର ମାଛ ଧରାପଡ଼ିଛି । ଏହାର ନାମ ‘କାଉ ଥଣ୍ଟିଆ ମାଛ’ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ମାଛର ମୁହଁଟି ଲମ୍ବା । ଓଜନ ପ୍ରାୟ ୪ କୁଇଣ୍ଟାଲ ହେବ । ଆଖିର ରଙ୍ଗ ଅନ୍ୟ ମାଛଙ୍କଠାରୁ ଭିନ୍ନ, ପୂରା ସବୁଜ । ଏଇ ମାଛ କିଲୋ ପ୍ରତି ମୂଲ୍ୟ
Read More...

ବିପୁଳ ପରିମାଣର ବ୍ରାଉନସୁଗର ଜବତ, ୧ ଗିରଫ

ଜଗତସିଂହପୁର : ଜଗତସିଂହପୁର ସହର ଉପକଣ୍ଠ ପୁରୁଣାଗଡ଼ ଅଞ୍ଚଳରୁ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ । ଏହି ଘଟଣାରେ ପୁରୁଣାଗଡର କୁନା କାଣ୍ଡି (୨୬ ବର୍ଷ)ଙ୍କୁ ଗିରଫ କରାଯାଇଛି । କୁନାଙ୍କ ପାଖରୁ ୧୫୦ ଗ୍ରାମର ବ୍ରାଉନସୁଗର ସହ ଏକ ବାଇକ ଜବତ
Read More...

ବୋଲେରୋରୁ ବିପୁଳ ପରିମାଣର ଚୋରା ମଦ ଜବତ, ୨ ଗିରଫ

ଜଗତସିଂହପୁର : ରଘୁନାଥପୁର ନିକଟ କଲରାବାଙ୍କରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ମୋବାଇଲ ୟୁନିଟ୍ ଓ କଟକ ଫ୍ଲାୟିଂ ସ୍କ୍ଵାର୍ଡର ମିଳିତ ଚଢ଼ାଉରେ ଏକ ବୋଲେରକୁ କାବୁ କରିଛି । ବୋଲେରୋରୁ ୫୦ ପେଟି ବିଅର ଓ ୧୯ ପେଟି ବିଦେଶୀ ମଦ ଜବତ ହୋଇଛି
Read More...

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଆସାମୀଙ୍କୁ ଫାସି ଦଣ୍ଡାଦେଶ

ଜଗତସିଂହପୁର : ନାବାଳିକା ଗଣଦୁଷକର୍ମ ଓ ହତ୍ୟା ମାମଲାରେ ୨ ଆସାମୀଙ୍କୁ ଫାସି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ସୂଚନାଯୋଗ୍ୟ ଯେ, ତିର୍ତୋଲ ଥାନା ଅନ୍ତର୍ଗତ କୃଷ୍ଣନନ୍ଦପୁର ପଞ୍ଚାୟତର ମାନୁମହଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ପ୍ରକାଶ କରି
Read More...

୧୦୮ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଭଙ୍ଗାରୁଜା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଅଭିଯୋଗରେ ଟେକା ପଥର ମାରି ଆମ୍ବୁଲାନ୍ସ ଭାଙ୍ଗି ଦେଲେ ଦୁର୍ବୁତ୍ତ । ଟେକା ପଥର ମାଡ଼ରେ ଚାଳକ ସହ ଦୁଇ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ଦୁର୍ଘଟଣାରେ
Read More...

ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଗୋରେଖନାଥଙ୍କ ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋରେଖନାଥଙ୍କ ସମ୍ମୁଖରେ ଥିବା ଦାନବାକ୍ସ ବା ହୁଣ୍ଡି ଭାଙ୍ଗି ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : ଆଜି ପୂର୍ବାହ୍ନରେ ରାହାମାରେ ଅବସ୍ଥିତ ସାରଳା ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏହି କଲେଜରେ କାର୍ଯ୍ୟ କରିଥିବା ୬ ଜଣ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅବସରପ୍ରାପ୍ତ
Read More...

ଦେବୀ ନଦୀରେ ବୁଡ଼ି ନାବାଳକର ପ୍ରାଣହାନୀ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପଳସା ଗାଁରେ ଶୌଚ ହେବାକୁ ଯାଇଥିବା ବେଳେ ଦେବୀ ନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ପଳସା ଗାଁର ପିଣ୍ଟୁ ବେହେରା ବୋଲି ଜଣାପଡିଛି । ଦେବୀ ନଦୀକୁ ପିଣ୍ଟୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ପରିବାର ଲୋକେ
Read More...

ବାଲାଟ ପେପର ମୋଡାରେ ତ୍ରୁଟି ଅଭିଯୋଗ : ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ମତଦାନ ସ୍ଥଗିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖର ପଂଚାୟତ ପାରି ଶିଖର ଗାଁ ୪ ନମ୍ବର ବୁଥରେ ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ ମତଦାନ ସ୍ଥଗିତ ରହିଥିବା ଜଣାପଡିଛି । ସୂଚନା ଅନୁସାରେ ବାଲାଟ ପେପର ମୋଡାରେ ତ୍ରୁଟି ଯୋଗୁଁ ଦୁଇ ଜଣ ପ୍ରାର୍ଥୀଙ୍କ ଚିହ୍ନ ଲୁଚି ଯାଇଥିଲା । ଏଥିପାଇଁ
Read More...

ଜଗତସିଂହପୁର ଜିଲ୍ଲାରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂପୁର : ଆଜି ୭୫ତମ ସ୍ୱାଧୀନତା ଦିବସ ଜଗତସିଂହପୁର ଜିଲ୍ଲାରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଏହି ଅବସରରେ ଚଳିତ ବର୍ଷର କୋଭିଡ ଯୋଦ୍ଧା ଓ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ମାନ୍ନିତ
Read More...