Browsing Tag

jagatsinghapur news

ଜଳ ଉଠାଣ ବେଳେ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ : ୧ ନିଖୋଜ, ୧ ଉଦ୍ଧାର

ଜଗତସିଂହପୁର : ଜଳ ଉଠାଣ ସମୟରେ ନଈରେ ଭାସିଗଲେ ଦୁଇ ଜଣ କାଉଡ଼ିଆ । ଏଭଳି ଏକ ଘଟଣା ଘଟିଛି ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ଦେବୀ ନଦୀ ଆଳି ପିଙ୍ଗଳ ଘାଟରେ । ୨ ଜଣ କାଉଡ଼ିଆଙ୍କ ମଧ୍ୟରୁ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ନିଖୋଜ କାଉଡ଼ିଆ ଜଣକୁ ଖୋଜା ଚାଲିଛି ।
Read More...

ସ୍କୁଟର ମଦ ଚାଲାଣ ବେଳେ ଦୁର୍ଘଟଣା

ଜଗତସିଂହପୁର : ସୋମବାର ସକାଳୁ ଏକ ବେନାମୀ ସ୍କୁଟିରରେ କିଛି ପେଟି ମଦ ଚୋରାରେ ଚାଲାଣ ହେଉଥିବା ବେଳେ ସ୍କୁଟର ଚାଳକ ଭାରସାମ୍ୟ ରକ୍ଷା ନକରି ପାରି ସହରର ଗାନ୍ଧିଛକ ନିକଟରେ ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟ ସାଇକେଲ ଓ ସ୍କୁଟର ଚାଳକ ରାସ୍ତା ଉପରେ ପଡିଯାଇଥିଲେ । ମଦ
Read More...
error: Content is protected !!