Browsing Tag

gunapur news

ପାରିକିଥି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା : ମହିଳା ମୃତ

ଗୁଣପୁର : ରାୟଗଡା ଜିଲ୍ଲା ରାମନାଗୁଡାରୁ ରାୟଗଡା ଯିବା ରାସ୍ତାର ପାରିକିଥି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ପିଟିଲା ଟ୍ରକ୍‌ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବାଇକ୍‌ ଆରୋହୀ ଆହତ ହୋଇଥିଲେ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ଅସୁଷ୍ଟ ରହିଥିବା
Read More...

ଆନ୍ଧ୍ରକୁ କାଠ ଚୋରା ଚାଲାଣ ପଣ୍ଡ : ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ବନ ବିଭାଗକୁ ବଡ଼ ସଫଳତା । ବାହାର ରାଜ୍ୟକୁ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ । ସୂଚନାନୁଯାୟୀ, ଗୁଣପୁର ବ୍ଲକ୍ ଜଗନ୍ନାଥପୁର ଅଞ୍ଚଳରୁ ଆନ୍ଧ୍ରକୁ ଶାଗୁଆନ କାଠଗଣ୍ଡି ଚୋରା ଚାଲାଣ ହେଉଥିଲା । ସୋମବାର
Read More...

ଜିଆଇଇଟି ବିଶ୍ଵବିଦ୍ୟାଳୟରେ ଅଗ୍ନିକାଣ୍ଡ : ଅଧାରୁ ବନ୍ଦ ହେଲା ଓଜେଇ ପରୀକ୍ଷା

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜିଆଇଇଟି ବିଶ୍ଵବିଦ୍ୟାଳୟର ପାଞ୍ଚ ମହଲା କୋଠା (ସିଏସଇ) ବିଭାଗର କମ୍ପ୍ୟୁଟର ଲ୍ୟାବରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାୟ କୋଟିଏରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ଏଥିସହ ଓଜେଇ ପରୀକ୍ଷା
Read More...

ଟ୍ରାକ୍ଟର ଓଲଟି ଦମ୍ପତି ମୃତ, ୪ ଗୁରୁତର

ଗୁଣପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦମ୍ପତି ମୃତ ୪ ଗୁରୁତର । ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି
Read More...