ଗୁଡ଼ଭେଲା ବ୍ଲକରେ ଏକ ଦିବସୀୟ ବ୍ଲକ ସ୍ତରୀୟ ଶିକ୍ଷକ ତାଲିମ ଶିବିର ସଫଳ ଭାବେ ସମାପ୍ତ
ଗୁଡ଼ଭେଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ରୋଡ ଟୁ ସ୍କୁଲ ପ୍ରୋଗ୍ରାମ ତରଫରୁ ଆୟୋଜିତ “ସମାଲୋଚନାତ୍ମକ ଚିନ୍ତନ ଏବଂ ସୃଜନଶୀଳ ଚିନ୍ତନ” ବିଷୟକ ଏକ ଦିବସୀୟ ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ ଶିବିର ଶୁଭ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଶୁଭ ଦୀପ ପ୍ରଜ୍ଜ୍ୱଳନ!-->…
Read More...
Read More...