Browsing Tag

garadpur news

ଗଦାଧର ପୀଠରେ ଲଉଡି ଉତ୍ସବ

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଜ୍ର ଗଦାଧରଙ୍କ ପୀଠରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯାଦବ ଭାଇମାନଙ୍କ ଦ୍ବାରା ଲଉଡି ଉତ୍ସବ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଶାନ୍ତନୁ ନାୟକ, ସମାଜ ସେବୀ ଶ୍ରୀକାନ୍ତ ନାୟକ, ଗରଦପୁର
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ଗରଦପୁର : ଗରଦପୁର ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଅମ୍ରିତ ରିତୁରାଜ ଯୋଗ ଦେଇ ଶୁଣାଣି କରିଛନ୍ତି । ତେବେ ଏହି ଶୁଣାଣି ଶିବିରରେ ଅନେକ ଜନ ସାଧାରଣ ଭିଡ଼ ଜମାଇଥିଲେ । ତେବେ ଆଜି ୨୮୬ଟି ଅଭିଯୋଗ ହୋଇଥିଲେ ମଧ୍ୟ
Read More...