Browsing Tag

ganjam news

ଦାଦନ ଖଟିବାକୁ ଯାଇ ୨ ଶ୍ରମିକ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଲକର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏକ ଶୋକମୟ ପରିବେଶରେ ସେମାନଙ୍କ ଶବଦାହ କରାଯାଇଛି । ମହାରାଷ୍ଟର ପୁନେ ଜିଲ୍ଲାର ପିମ୍ପିରୀ ସ୍ଥିତ ଏନ୍‌ସିସି ଲିମିଟେଡ଼ କମ୍ପାନୀରେ
Read More...

ଉପକୂଳ ଅଞ୍ଚଳ ପରିଦର୍ଶନ ସହ ବାତ୍ୟା ସମୀକ୍ଷା କଲେ ଗଞ୍ଜାମ ବିଡ଼ିଓ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୁକ୍ରବାର ଦିନ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତାରି ପ୍ରଭାବରେ କିଛି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଏନେଇ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉର୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ ବିଶେଷ କରି ସମୁଦ୍ର
Read More...

ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ସଭାଗୃହରେ ସମ୍ଭାବ୍ୟ ବାତ୍ୟା ସାମ୍ନା କିପରି କରିବା ତା'ନେଇ ଏକ ପାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ବାତ୍ୟା ସମୟରେ କିଭଳି ସଫଳ ମୁକାବିଲା କରିବା ତାହା ସୂଚନା ଦେଇଥିଲେ
Read More...

ଋଷିକୁଲ୍ୟା ମୁହାଁଣରୁ ୨ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୁଲ୍ୟା ମୁହାଁଣ ଓ ଋଷିକୁଲ୍ୟା ନଦୀକୂଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଋଷିକୁଲ୍ୟା ମୁହାଁଣ ଅଞ୍ଚଳରୁ ଜଣେ ମହିଳାଙ୍କ ଶବ ମିଳିଥିବା ବେଳେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୁଆଗାଁ ପଂଚାୟତ ଶର୍ମା ଇଟାଭାଟି ନିକଟରେ ଥିବା
Read More...

ବାରହା ଆକ୍ରମଣରେ ମହିଳା ଆହାତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରୀପୁର ଗ୍ରାମର ଜୈନେକ ମହିଳା ବାରହା ଆକ୍ରମଣରେ ଆହାତ ହୋଇଥିବା ଜଣାପଡ଼ିଛି । ଆହାତ ମହିଳା ଜଣଙ୍କ ହେଲେ ପୂର୍ଣ୍ଣ ଛଟୋଇଙ୍କ ପତ୍ନୀ ଅହଲ୍ୟା ଛଟେଇ(୫୨) । ଖବରରୁ ଜଣାପଡ଼ିଛି ସୋମବାର ସକାଳେ ମହିଳା
Read More...

ବାବା ବଟେଶ୍ୱର ପୀଠରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିରରେ କାର୍ତ୍ତିକ ପୁର୍ଣ୍ଣିମାରେ ବାଲିଯାତ୍ରା ଓ କାର୍ତ୍ତିକ ମାସ ସୋମବାର ଗୁଡିକରେ ଭକ୍ତ ପ୍ରବଳ ଭିଡ଼ ରହେ ଏହାକୁ ଦୃଷ୍ଟିରେ ରଖି ଗତ ଶନିବାର ଦିନ
Read More...

ଭଡା କୋଠରୀରୁ ଯୁବକଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ସ୍ଥିତ ଶୁଭମ ଓ ସୌରଭ ରେସିଡେନ୍ସି ପରିସରରେ ରହିଥିବା ଏକ ଭଡା କୋଠରୀରୁ ବିହାର ରାଜ୍ୟରୁ ଆସିଥିବା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏକ ଯୁବକଙ୍କ ମୃତଦେହ ମିଳିଛି । ସ୍ଥାନୀୟ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଲା ପରେ
Read More...

ଅଚାନକ ଜୁଆ ଆଡ୍ଡା ଉପରେ ରମ୍ଭା ପୋଲିସର ଚଢ଼ାଉ : ୨ ବାଇକ ସହ ୯ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଦୀର୍ଘ ମାସ ହେବ ଜୁଆ ଖେଳ ଚାଲିଥିବାକୁ ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ରମ୍ଭା ଥାନା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଚାନକ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଥିଲା ଏବଂ
Read More...

ଗଞ୍ଜାମର ପ୍ରସିଦ୍ଧ ଠାକୁରାଣୀ ମାଁ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ଠାକୁରାଣୀ ମାଁ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଶନିବାର ଦିନ ରାତ୍ର ମାଁ ପଟୁଆର ରୁଷାଣୀ ଗ୍ରାମ୍ୟ
Read More...

ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଗଞ୍ଜାମ : ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ୧୫ରୁ ଅଧିକ ପରିବା ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ଇଲେଟ୍ରୋନିକ ସରଞ୍ଜାମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଏଭଳି ଅଗ୍ନିକାଣ୍ଡ ଘଟିଛି ।
Read More...