Browsing Tag

ganjam news

ଗଞ୍ଜାମ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ମଙ୍ଗଳବାର ଦିନ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରବୀଣ କୁମାର ନନ୍ଦ ଏହି ଶିବିରର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ଼ଃ ଅଶ୍ରିତ
Read More...

ଉପେନ୍ଦ୍ର ସ୍ମାରକୀ ଚତୁର୍ଥ ରକ୍ତଦାନ ଶିବିର ଆୟୋଜିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଇରାଶି ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଦସ୍ୟ ସ୍ୱର୍ଗତ କେ ଉପେନ୍ଦ୍ର କୁମାର ରେଡ୍ଡୀଙ୍କ ସ୍ମୃତିରେ ଚତୁର୍ଥ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଗଞ୍ଜାମ ପ୍ରେସ କ୍ଲବ୍ ଉପଦେଷ୍ଟା
Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଶାଖା ସମ୍ମିଳନୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଏଲାମା ମନ୍ଦିର ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର (ସି.ପି.ଆଇ) ପକ୍ଷରୁ ଗଞ୍ଜାମ ଶାଖା ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ମୋଚିରାମ ତରାଇ ଅଧ୍ୟକ୍ଷତାରେ ନିଜେ ଦଳୀୟ ଲାଲ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ବିଶ୍ଵନାଥ
Read More...

ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ପରିବାର

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ । ମକର ସଂକ୍ରାନ୍ତିରେ ବଡ଼ ଅଘଟଣରୁ ବର୍ତ୍ତିଲେ ପୂରା ପରିବାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମହନଳା ଗ୍ରାମର ସକଳେସୁ ଦୋରାଙ୍କ ଘରେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇବା ସମୟରେ
Read More...

ଲିଖନ ପଠନ ଓ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ପାଳିବନ୍ଦ ପଞ୍ଚାୟତ ନୀଳାଦ୍ରି ପୁର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଭାଷା ଓ ସାହିତ୍ୟକୁ ନେଇ ଲିଖନ, ପଠନ, ଆବୃତ୍ତି ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
Read More...

ମାତୃ ଶକ୍ତିର ସୁରକ୍ଷା ହିଁ ବିଶ୍ୱର ସୁରକ୍ଷା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଶଲଟ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅଥିତି ଭାବେ ଆଦର୍ଶ ବିଦ୍ୟାଳୟ ଅଧକ୍ଷା ମାଧୁରୀ ମହାରଣା ଯୋଗ ଦେଇ ମାତୃ ଶକ୍ତିର ସୁରକ୍ଷା ହିଁ ବିଶ୍ୱର
Read More...

ସେଲଫି ପଏଣ୍ଟ ଅନୁଧ୍ୟାନ କଲେ କାର୍ଯ୍ୟନିର୍ବାହୀ ଅଧକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟକୁ ଶୁକ୍ରବାର ଏନ୍‌ଏସି ଇଓ ଅବିନାଶ ମିଶ୍ର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଖୁବ
Read More...

ଗ୍ରାସୀମ କମ୍ପାନୀ ପକ୍ଷରୁ ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଅବସରରେ ଋଷିକୁଲ୍ୟା ମୁହାଣ ବେଳାଭୂମି ଗଞ୍ଜାମ ବ୍ଲକ ନୂଆଁ ପୋଡ଼ମପେଟା ଠାରୁ ଗୋଖରାକୁଦା ପର୍ଯ୍ୟନ୍ତ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଗଞ୍ଜାମରେ ଅନୁକୂଳଚନ୍ଦ୍ର ନୂତନ ମନ୍ଦିର ପ୍ରତିଷ୍ଠା ସତସଙ୍ଗ ବିହାର ମହୋତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସତସଙ୍ଗ ବିହାର ମହୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ବାର୍ଷିକ ଉତ୍ସବ ଅବସରରେ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ମନ୍ଦିରରେ
Read More...

ଗଞ୍ଜାମ ସହର ଦୁଲୁକିଲା ହକି ବିଶ୍ୱକପର ଶୁଭାରମ୍ଭ ପର୍ବରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଏଲଇଡି ମାଧ୍ୟମରେ ଗଞ୍ଜାମ ସହରବାସୀ ଦେଖିବାକୁ ପାଇଥିଲେ ରାଜ୍ୟରେ ହେବାକୁ ଥିବା ହକି ବିଶ୍ୱକପର ଶୁଭାରମ୍ଭ କରିଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଶ୍ୟ ସହରବାସୀ
Read More...