ଅଜଣା ଗାଡି ଧକ୍କାରେ ପରିବା ବ୍ୟବସାୟୀ ମୃତ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଦଶଟାଙ୍କି ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜୈନେକ ପରିବା ବ୍ୟବସାୟୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବ୍ୟବସାୟୀ ଜଣକ ହେଲେ ଛତ୍ରପୁର ବାଲିବଗଡ଼ ଗ୍ରାମର ଏ. ଲୋକନାଥ ରେଡି(୫୫) ।!-->…
Read More...
Read More...