ଗଣେଶ ଭସାଣୀ ବେଳେ ୨ ଭାଇଙ୍କୁ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତଲୁ ଗାଁରେ ଅଘଟଣ । ଗଣେଶ ଭସାଣୀ ସମୟରେ ୨ ଭାଇଙ୍କୁ ଆକ୍ରମଣ । ବଡ଼ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର । ସୂଚନା ଅନୁଯାୟୀ, ରବିବାର ରାତିରେ ସୋରଡ଼ା ଥାନା ଅମୃତଲୁ ଗାଁରେ ଗଣେଶ ଭସାଣୀ କରୁଥିଲେ । ହଠାତ୍!-->…
Read More...
Read More...