ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜାରେ ନିଶୁଳ୍କ ବେଦପାଠ କରିବେ ବେଦ ବିଦ୍ୟାର୍ଥୀ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପାର୍ବଣ ୠତୁର ଆଗମନରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମା' ରାମଚଣ୍ଡୀ ଶକ୍ତିପୀଠରେ ବୁଧବାର ଦିନ ସନ୍ଧ୍ୟାରେ ପରିଚାଳନା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରବୀନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏବଂ ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା,!-->…
Read More...
Read More...