Browsing Tag

ganjam

ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସାମ୍ବାଦିକଙ୍କୁ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା କାଳରେ ନିଜ ଜୀବନକୁ ବିପର୍ଣ୍ଣ କରି କର୍ତ୍ତବ୍ୟ ପରାୟଣ ହୋଇ ଖବର ପ୍ରସାରଣ କରି ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇଥିବା ଗଞ୍ଜାମ ବ୍ଲକର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ସମର୍ଦ୍ଧନା କରିଛି ଗଞ୍ଜାମ ଅଞ୍ଚଳର ଭାରତୀୟ ଜନତା ପାର୍ଟି
Read More...

ରେଲୱେ ବ୍ରିଜ୍ ତଳୁ ବର୍ଷେ କିମ୍ବା ଦେଢ଼ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ବର୍ଷେ କିମ୍ବା ଦେଢ଼ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିଶୁ କନ୍ୟାଙ୍କୁ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଛି ବୋଲି ସନ୍ଦେହ କରାଯାଉଛି । ଶିଶୁକନ୍ୟାର ଖଣ୍ଡ
Read More...