ପଣ୍ଡକିଟାଲ ସ୍କୁଲରେ ମୌଳିକ ଭାଷା ଜ୍ଞାନ ଗୃହ ଉଦଘାଟିତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଗୃହ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବରିଷ୍ଠ ଶିକ୍ଷକ ପ୍ରହଲ୍ଲାଦ ବିଶି ଏବଂ ସ୍ଥାନୀୟ!-->…
Read More...
Read More...